ଅଧିକ ସମୟ ଟିଭି ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ! ପଡ଼ିପାରେ ସ୍ୱାସ୍ଥ୍ୟ ଉପରେ ଏହି ସବୁ ପ୍ରଭାବ
ଅନେକ ଲୋକ ନିଜର ଖାଲି ସମୟ ବିତାଇବା ପାଇଁ ଟିଭି ଦେଖିବାକୁ ପସନ୍ଦ କରିଥାନ୍ତି । ଏହା ମଧ୍ୟରେ ଗୃହିଣୀମାନଙ୍କ ସଂଖ୍ୟା ବେଶ ଅଧିକ । ତେବେ ବିନା କୌଣସି କାର୍ଯ୍ୟରେ ଖାଲି ବସି ରହିବା ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ…