ଆସନ୍ତାକାଲିର ଭାରତ ବନ୍ଦକୁ ନେଇ କ’ଣ ରହିଛି ବିଜେଡିର ପ୍ରତିକ୍ରିୟା?

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲିର ଭାରତ ବନ୍ଦକୁ ନେଇ ନିଜର ପ୍ରତିକିୟା ରଖିଛି ବିଜେଡି ।…

ରାଜ୍ୟର ୫ ସହରରେ ଘନ କୁହୁଡ଼ି

ଭୁବନେଶ୍ୱର, ୭ା୧୨ (ଓଡିଶା ଭାସ୍କର): ଶୀତର ପ୍ରକୋପ ଯୋଗୁଁ ରାଜ୍ୟର ୫ ସହରରେ ଘନ କୁହୁଡ଼ି ଦେଖାଦେଇଥିବା ଜଣାପଡ଼ିଛି । ଅନ୍ୟ ୪ଟି ସହରରେ ମଧ୍ୟ ଅଳ୍ପ କୁହୁଡ଼ି ଦେଖାଦେଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮.୫…

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୭।୧୨(ଓଡିଶା ଭାସ୍କର) : ଆଜି ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ‌ । ବିକଳ୍ପ ରାସ୍ତା ନିର୍ମାଣ ଓ ଭଗ୍ନାବଶେଷ ସଫେଇ କାମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ…

ପୋଲିସ-ଆତଙ୍କବାଦୀ ଗୁଳି ବିନିମୟ: ୫ ଗିରଫ

ନୂଆଦିଲ୍ଲୀ, ୭ା୧୨ (ଓଡିଶା ଭାସ୍କର): ଦିଲ୍ଲୀର ଶକରପୁର ଅଞ୍ଚଳରୁ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ପୋଲିସ ସହ ଏନକାଉଣ୍ଟର ପରେ ଆତଙ୍କବାଦୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ସୂଚନା ଅନୁସାରେ, ଦିଲ୍ଲୀ…

ଦିନକରେ ଚାଲିଗଲା ୩୯୧ ଜୀବନ

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୦ ହଜାର ୫୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୮୧ନୂଆ…

ରାଶିଫଳ (ସୋମବାର, ଡିସେମ୍ବର ୭/୨୦୨୦)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ…

ଦୁଃଖ ଓ ଟେନସନକୁ ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଦୁନିଆରେ ଲୋକମାନେ ନିଜ କ୍ୟାରିୟରକୁ ନେଇ ଟେନସନ ଓ ଦୁଃଖରେ ରହିଆସୁଛନ୍ତି । ଯଦି ଆପଣ ବି ଏହିପରି ସମସ୍ୟା ଭୋଗ କରୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ.. -ମେଡିଟେସନ ବା ଧ୍ୟାନ ସମୟରେ ଗଭୀର ନିଶ୍ୱାସ…