ଭୁବନେଶ୍ୱରରୁ ଆଜି ୭୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨ ।୧୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ରାଜ୍ୟରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପାଇବେ ଟିକା

ଭୁବନେଶ୍ୱର, ୨ ।୧୧(ଓଡିଶା ଭାସ୍କର): କରୋନା ଟିକା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି । ରାଜ୍ୟରେ ପ୍ରାୟ ୩ ଲକ୍ଷ ୨ ହଜାର ୭୦୮ ସ୍ୱାସ୍ଥ୍ୟକର୍ମୀ ଟିକା ପାଇବେ । ୨ ଲକ୍ଷ ୯୫ ହଜାର ୩୪୯…

ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର, ୨ ।୧୧(ଓଡିଶା ଭାସ୍କର): ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ବାନ୍ଧିନେଇଛି ପୋଲିସ । ଆଜି ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ ।…

କାର୍ତ୍ତିକ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ

କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଶାସ୍ତ୍ର ଅନୁଯାୟୀ, ଏହି ମାସ ସଭିଁଙ୍କ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏହି ମାସରେ ବହୁ…

ପରଲୋକରେ ରାଜୁ ମିଶ୍ର

ଭୁବନେଶ୍ୱର, ୨ ।୧୧(ଓଡିଶା ଭାସ୍କର): ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ଘଟିଛିି । ୭୨ ବର୍ଷ ବସୟେରେ ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ…

କାଲି ଉପନିର୍ବାଚନ: ଜାଣନ୍ତୁ ଆଜି କ’ଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ?

ଭୁବନେଶ୍ୱର,୨ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ । ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ…

ଭିକାରୀ ମୁକ୍ତ ହେବ ପୁରୀ

ପୁରୀ,୨ ।୧୧(ଓଡିଶା ଭାସ୍କର): ଭିକାରୀ ମୁକ୍ତ ହେବ ପୁରୀ ସହର । ଆଜିଠାରୁ ପୁରୀ ସହରରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ମୁକ୍ତ ଅଭିଯାନ । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର…

କେନାଲରେ ଭାସିଗଲେ ୩ ଛାତ୍ର

କଟକ,୨ ।୧୧(ଓଡିଶା ଭାସ୍କର): ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା କେନାଲରେ ଗାଧୋଉଥିବା ବେଳେ ଭାସିଗଲେ ନାନାକାର ଗ୍ରାମର ୩ ଛାତ୍ର । ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ ଛାତ୍ର ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ଛାତ୍ରଙ୍କର କୌଣସି…