ଅନ୍ଧାରରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ଏହି ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ
ପିଲା ହେଉ କି ବୃଦ୍ଧା ଏବେ ସମସ୍ତଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟଫୋନ୍। ଶୋଇବା ସମୟତକ ଛାଡି ଦେଲେ ଦିନରାତି ଏହାର ବ୍ୟବହାର ହେଉଛି। ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। ବିଶେଷ କରି…