ଦିଲ୍ଲୀରେ ଭୂକମ୍ପ ଅନୁଭୂତ ପରେ, ଏକ୍ସରେ ଏମିତି ଲେଖିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ଓଡ଼ିଶା ଭାସ୍କର; ଭୂକମ୍ପରେ ଥରି ଉଠିଲା ଦେଶର ରାଜଧାନୀ । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ । ଆଜି ଦିନ ୨ଟା ୫୩ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ରିକ୍ଟର ସ୍କେଲରେ ଯାହାର…