ସେପ୍ଟେମ୍ବର ୯ରୁ ୧୫ ଯାଏ ଚାଲିବ ଓଜେଇଇ

ଭୁବନେଶ୍ୱର, ୧୧ା୮(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ ଓଜେଇଇ ପରୀକ୍ଷା । ଚଳିତବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ଆଧାରରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ଓଜେଇଇ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ…

ଯାଜପୁରରେ ଡିଜିପି

ଯାଜପୁର,୧୧ ।୮(ଓଡିଶା ଭାସ୍କର): ଯାଜପୁର ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚିଲେ ଡିଜିପି ଅଭୟ । ସେଠାରେ ପହଞ୍ଚି ଡିଜିପି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ପୋଲିସ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ…

ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୋର୍ଦ୍ଧା,୧୧ ।୮(ଓଡିଶା ଭାସ୍କର): ଖୋର୍ଦ୍ଧା ଚିଲିକା ବ୍ଲକ ଓ ଏନଏସି ୧୪ ତାରିଖ ଯାଏ ସଟଡାଉନ୍ ହୋଇଛି । ଆଜି ସନ୍ଧ୍ୟା ୭ରୁ ଅଗଷ୍ଟ ୧୪ ସନ୍ଧ୍ୟା ୭ଟା ଯାଏ ସଟଡାଉନ୍ କରାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ,୧୧ ।୮(ଓଡିଶା ଭାସ୍କର): କରୋନା ପ୍ରଭାବିତ ରାଜ୍ୟ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦିନ ୧୧ଟାରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।…

ସ୍ୱାଧୀନତା ଦିବସ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା…

ରାଜ୍ୟରେ ଆଜି ୧୦ ଜଣଙ୍କର ପ୍ରାଣ ନେଲା କରୋନା

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…

ଆଜି ରାଜ୍ୟରୁ ପୁଣି ବାହାରିଲେ ୧୩୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୮ ଜଣ ଓ ସ୍ଥାନୀୟ…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି

ନୂଆଦିଲ୍ଲୀ,୧୧ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୧ ଜଣ…