ନକ୍ସଲ ମୁକ୍ତ ହେଲା ରାଜ୍ୟର ୫ଜିଲ୍ଲା

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ନକ୍ସଲ ମୁକ୍ତ ହୋଇଛି ରାଜ୍ୟର ୫ଟି ଜିଲ୍ଲା । ୫ଜିଲ୍ଲାଗୁଡ଼ିକ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏନେଇ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।…

୨୪ଘଣ୍ଟାରେ ୨୬,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦ା୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩,୮୦୨ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧,୬୦୪ ରହିଛି । ସେହିପରି ଗତ ୨୪ଘଣ୍ଟାରେ…

ସାବଧାନ! ଆସନ୍ତା ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୦/୦୭(ଓଡିଶା ଭାସ୍କର): ଓଡ଼ିଶା ଉପରେ ଘୂର୍ଣ୍ଣିବଳୟର ସମ୍ଭାବନା ନଥିଲେ ବି ଆସନ୍ତା ଦୁଇଦିନ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କରିଛି ପାଣିପାଗ ବିଭାଗ ପକ୍ଷରୁ…

ଏନ୍‌କାଉଣ୍ଟରରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ !

ଉତ୍ତରପ୍ରଦେଶ, ୧୦/୭:  ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି।  କାନପୁରକୁ ଆଣିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ବିକାଶ। ଖସି ପଳାଇବାକୁ ଯାଉଥିବା ବେଳେ…

ଏଠାରେ ଜୀବନ୍ତ ଲୋକ କରନ୍ତି ନିଜର ଅନ୍ତିମ ସଂସ୍କାର

ସାଧାରଣତଃ ଲୋକମାନେ ମରିବା ପରେ ହିଁ ସେମାନଙ୍କର ଅନ୍ତିମ ସଂସ୍କାର ହେବା କଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଜୀବିତ ଲୋକଙ୍କର ଅନ୍ତିମ ସଂସ୍କାର ହେବା କେବେ ଶୁଣିଛନ୍ତି କି? ସ୍ୱୟଂ ନିଜର ଅନ୍ତିମ ସଂସ୍କାର କରିବା…

ଶରୀର ପାଇଁ ଲାଭଦାୟକ କ୍ୟାପ୍‌ସିକମ୍‌, ଜାଣନ୍ତୁ କଣ ସବୁ ମିଳିଥାଏ ଫାଇଦା

ବଜାରରେ ଅତି ସହଜରେ କ୍ୟାପ୍ସିକମ ମିଳିଯାଇଥାଏ। ଏହା ତରକାରୀ ପାଇଁ ବେସି ଆବଶ୍ୟକ ନଥିଲେ ମଧ୍ୟ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରେ।ବଜାରରେ ଲାଲ୍‌, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ମିଳିଥାଏ।କ୍ୟାପ୍ସିକମ‌ରେ…

ରାଶିଫଳ (ଶୁକ୍ରବାର, ଜୁଲାଇ ୧୦/୨୦୨୦)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଆୟୁଷ ନିର୍ଦେଶକଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୯/୭(ଓଡିଶା ଭାସ୍କର): ଭୁବନେଶ୍ବର ଝାରପଡ଼ା ଜେଲ୍‌କୁ ଗଲେ ଆୟୁଷ ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ। SDJMଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍‌ ଗଲେ। ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ…

ଜେଲରୁ ବ୍ୟାପିଲା କରୋନା, କଟକରେ ଆଉ ୫୩ ପଜିଟିଭ ଚିହ୍ନଟ

କଟକ,୯/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ରାଜ୍ୟରେ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ଜୀବନ ନେଇଥିଲା କରୋନା ମହାମାରୀ। ଏହାରି ମଧ୍ୟରେ କଟକରେ…