ପଶ୍ଚିମବଙ୍ଗକୁ ରାଜନୀତି କରିବାକୁ ଆସିନାହିଁ କହି ପରୋକ୍ଷରେ ଦିଦିଙ୍କୁ ଟାର୍ଗେଟ କଲେ ଶାହା
ଓଡିଶା ଭାସ୍କର; ଚଳିତ ବର୍ଷର ପାର୍ବଣକୁ ପଶ୍ଚିମବଙ୍ଗରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପଶ୍ଚିମବଙ୍ଗ ଯାତ୍ରା କରି କୋଲକାତାରେ ଦୁର୍ଗା ପୂଜାର…