(Video)ଆପଣ କେବେ ଉଡ଼ନ୍ତା ମାଛ ଦେଖିଛନ୍ତି କି? ଯାହାକୁ ଧରିବାକୁ ଯିବା ମାତ୍ରେ ତାହା ପକ୍ଷୀ ପରି ଉଡିଯାଇଥାଏ
ଓଡିଶା ଭାସ୍କର; କଥାରେ ଅଛି "ମଛଲି ଜଲକା ରାନୀ ହେ, ଜୀବନ୍ ଜିସକା ପାନୀ ହେ, ହାତ୍ ଲଗାଏଙ୍ଗ ତୋ ଡର୍ ଯାଏଙ୍ଗେ, ଭାର ନିକଲ ଆଏଙ୍ଗେ ତୋ ମର୍ ଯାଏଙ୍ଗେ।' ଏହି ଉକ୍ତିଟିକୁ ଆପଣ ପିଲାବେଳେ ଇଂରାଜୀ ରାଇମ୍ସରେ ନିଶ୍ଚୟ…