ଗ୍ରାହକଙ୍କ ଚିନ୍ତା ବଢାଉଛି ସୁନା ଦର ବୃଦ୍ଧି : କିଣିବା ପୂର୍ବରୁ ଜାଣିନିଅନ୍ତୁ ଆଜିର ଦାମ

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଲଗାତାର ଭାବରେ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଉଥିବା ବେଳେ, ଆଜି ଏହାର ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଛି । ଆପଣ ସମସ୍ତେ ଜାଣିଥିବେ ମହିଳାମାନେ ସୁନା…

ଘୋଷଣା ହେଲା SSC CGL ର ପ୍ରଥମ ପରୀକ୍ଷା ଫଳ : ଏହି ଲିଙ୍କ ssc.nic.inକୁ ଯାଇ କରନ୍ତୁ ଚେକ

ନୂଆଦିଲ୍ଲୀ : କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତର ପରୀକ୍ଷା ୨୦୨୩ର ପ୍ରଥମ ପର୍ଯ୍ୟୟ ଫଳାଫଲ ଘୋଷଣା ହୋଇଛି । ପ୍ରାର୍ଥୀମାନେ ssc.nic.in ଲିଙ୍କକୁ ଯାଇ ନିଜର ଫଳାଫଳ ଚେକ କରି ପାରିବେ । ନିମ୍ନରେ ଏହାର…

ଗାଈକୁ ଦୁର୍ବ୍ୟବହାର କରୁଥିଲେ ବ୍ୟକ୍ତି, ଏହା ପରେ ଗାଈ କଲା ଏପରି ଅବସ୍ଥା…

ଏହି ସଂସାରରେ ସମସ୍ତେ ଏହି କଥାକୁ ମାନନ୍ତି କର୍ମ ଫଳ ଲୋକମାନଙ୍କୁ ନିଶ୍ଚିତ ମିଳିଥାଏ । ଯଦି ଆପଣ ଭଲ କାମ କରିବେ ତେବେ ଆପଣଙ୍କୁ ତାହାର ଭଲ ଫଳ ମିଳିବ । ଯଦି ଖରାପ କାମ କରିବେ ତେବେ ଆପଣଙ୍କୁ ଖରାପ ଫଳ ମିଳିବ । ଏହି…

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରପତି : ସାରା ଓଡ଼ିଶାର ମଙ୍ଗଳକାମନା କରି ପଠାଇଛନ୍ତି ବାର୍ତ୍ତା

ସମ୍ବଲପୁର : ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଏନେଇ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ…

ମହଙ୍ଗା ପଡିଲା ପୂଜା ଭୋଗ ଖାଇବା: ଗୋଟିଏ ଗାଁରେ ୪୦ ଅସୁସ୍ଥ

ସୋର :  ଗଣେଶ ପୂଜା ଭୋଗ ଖାଇ ୪୦ ଜଣ ଅସୁସ୍ଥ ହେବା କଥା ସାମ୍ନାକୁ ଆସିଛି। ପଣପଣା ପଞ୍ଚାୟତ ସରସତିଆ ଜେନା ସାହିର ଲୋକେ ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି। ଏହି ସମସ୍ତ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ…

ଭାଣିଜୀକୁ କୋଳରେ ଧରି ଭଗବାନ ଗଣେଷଙ୍କ ଆରତୀ କଲେ ସଲମାନ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ଗଣେଶ ପୂଜାରେ ଲୋକମାନେ ସେମାନଙ୍କ ଘର ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରିଛନ୍ତି । ଏପରି ଅନେକ ବଲିଉଡ ତାରକାମାନେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣିଛନ୍ତି । ତେବେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ…

ଗଣେଶ ଚତୁର୍ଥୀ ଅବସରରେ ଇଣ୍ଡିଗୋର ସ୍ୱତନ୍ତ୍ର ଅଫର : ଶସ୍ତାରେ ପାଇବେ ବିମାନ ଟିକେଟ

ନୂଆଦିଲ୍ଲୀ : ଯେଉଁ ମାନେ ଦେଶ କିମ୍ବା ବିଦେଶରେ ରୁହନ୍ତି, ସେମାନେ ପୂଜା ପର୍ବରେ ନିଜର ଗାଁକୁ ଫେରିଥାନ୍ତି । ସେହି ଭଳି ଗଣେଶ ଉତ୍ସବରେ ଆପଣ ଯଦି ନିଜ ଘରକୁ ଯିବାକୁ ଚାହୁଁଛନ୍ତି, କିମ୍ବା ଅନ୍ୟ କେଉଁ ସ୍ଥାନକୁ…

ଶିକ୍ଷାନୁଷ୍ଟାନରେ ପିଲାଙ୍କ ମାନସିକ ସୁସ୍ଥତାକୁ ଦିଆଯିବ ଗୁରୁତ୍ୱ : ୟୁଜିସିର ପଦକ୍ଷେପ

ଭୁବନେଶ୍ୱର : ବର୍ତ୍ତମାନ ଶିକ୍ଷାନୁଷ୍ଟାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଏହି ବ୍ୟବସ୍ଥା ପ୍ରତି ଶିକ୍ଷାନୁଷ୍ଟାନର କତୃପକ୍ଷ ଧ୍ୟାନ ଦେବେ ବୋଲି କୁହାଯାଇଛି । ପିଲାଙ୍କ କେବଳ…

ଗଣେଶଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ବ୍ୟବସାୟରେ ମିଳିବ ସଫଳତା

ବୁଧବାର ଦିନ ଗଣେଶ ପୂଜାର ବିଧି ରହିଛି । ଏହି ଦିନ ଗୈରୀ ପୁତ୍ର ଗଜାନନଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ଫେରିଥାଏ । ବୁଧବାର ହେଉଛି ଗଣେଶ ଉତ୍ସବର ୨ୟ ଦିନ । ଏହି ଦିନ ଆପଣ କିଛି ଉପାୟ କରିବା ଦ୍ୱାରା…

ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିବ ନବାର୍ଣ୍ଣ

ସମ୍ବଲପୁର: ଆଜି ନୂଆଁଖାଇ ପର୍ବ ପାଇଁ ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି କୁହାଯାଏ । ତେବେ ଏହି ନୂଆଁଖାଇ ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧି, ନୂଆ ଶସ୍ୟରେ…