ScrubTyphus: ଚିନ୍ତା ବଢ଼ାଉଛି ସୁନ୍ଦରଗଡ଼ ଜିଲ୍ଲା, ୩୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡିଶା ଭାସ୍କର; ସ୍କ୍ରବ ଟାଇଫସ ରୋଗକୁ ନେଇ ଚିନ୍ତା ବଢାଇବାରେ ଲାଗିଛି ସୁନ୍ଦରଗଡ଼ ଜିଲ୍ଲା । ଗତକାଲି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଥିବା ବେଳେ ଆଜି ଆଉ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…