Breaking News ରାଜ୍ୟରେ ଆଉ ୩ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ୩ ଜଣଙ୍କ ମଧ୍ୟରୁ ବାଲେଶ୍ୱରର…
Breaking News ଓଡ଼ିଶାରେ ଅଟକିଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସର ବ୍ୟବସ୍ଥା ହୋଇଛି: ବାଗଚୀ Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଓଡ଼ିଶାରେ ଅଟକିଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସର ବ୍ୟବସ୍ଥା ହୋଇଛି…
Breaking News ବଢ଼ିପାରେ ସଙ୍ଗରୋଧ ଅବଧି ! Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ…
Breaking News ଓଡ଼ିଶା ଫେରନ୍ତା କ୍ୱାରେଣ୍ଟିନରେ ଖାଇବେ କଣ, ଦେଖନ୍ତୁ ମେନୁ Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି । ଏନେଇ ରାଜ୍ୟ ବାହାରେ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ…
Breaking News ଓଡ଼ିଶା ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ Odisha Bhaskar Bureau May 7, 2020 କଟକ, ୭ା୫(ଓଡ଼ିଶା ଭାସ୍କର): ରାଜ୍ୟ ବାହାରେ ଲକ୍ ଡାଉନ ପାଇଁ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ଏନେଇ ଓଡ଼ିଶାକୁ ଆସିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ…
Breaking News ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମୟୁରଭଞ୍ଜର ।…
Breaking News ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ଦୁଃଖ ପ୍ରକାଶ କଲେ ନବୀନ Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): ବିଶାଖପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅସୁସ୍ଥତା ଦ୍ରୁତ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର…
Breaking News ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ଗ୍ୟାସ ଲିକ୍ ନିୟନ୍ତ୍ରଣାଧୀନ: ଆନ୍ଧ୍ର ଡିଜିପି Odisha Bhaskar Bureau May 7, 2020 ବିଶାଖପାଟଣା, ୭ା୫: ଭାଇଜାକରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଏହି ଗ୍ୟାସ ଲିକ୍ ଘଟଣା ନିୟନ୍ତ୍ରଣକୁ ଆସିଛି ବୋଲି ଆନ୍ଧ୍ରପ୍ରଦେଶ ଡିଜିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଉ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉନାହିଁ…
Breaking News Migrant workers to stay back in Mumbai to build COVID hospitals Odisha Bhaskar Bureau May 7, 2020 Mumbai,7/5: Coronavirus is causing havoc in our country. Migrant workers are stranded outside their states. State governments are sending ferries to bring back those migrant…
Breaking News ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ Odisha Bhaskar Bureau May 7, 2020 ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ ୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ…