ଆଗାମୀ ୩ ଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା, ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ମ୍ୟାଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର…

ମିଶନ ଚନ୍ଦ୍ରର ସଫଳତା ପରେ ଏବେ ସମୁଦ୍ରଯାନ ପ୍ରକଳ୍ପ, ଆସନ୍ତାବର୍ଷ ପ୍ରଥମ ଭାଗରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛି । ମିଶନ ଚନ୍ଦ୍ରର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ବଙ୍ଗୋପସାଗରର ଗଭୀର ଜଳରାଶି…

ସେୟାର ବଜାରରେ ଉତ୍ସାହର ପ୍ରଭାବ, ଅଗଷ୍ଟ ମାସରେ SIP ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ହେଲା ରେକର୍ଡ ନିବେଶ

ନୂଆଦିଲ୍ଲୀ: ସେୟାର ବଜାରରେ ଜାରି ରହିଥିବା ଉତ୍ସାହ ମଧ୍ୟରେ ଅଗଷ୍ଟ ମାସରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ୨୦,୨୪୫ କୋଟି ଟଙ୍କାରେ ପହଞ୍ଚିଛି । ସେହିଭଳି ଅଗଷ୍ଟ ମାସରେ ସିଷ୍ଟମେଟିକ୍…

Whatsapp ରେ ଆସୁଛି ସବୁଠାରୁ ବଡ଼ ଅପଡେଟ : ଆକାଉଣ୍ଟ ସୃଷ୍ଟି ନକରି ମଧ୍ୟ ପଠାଇ ପାରିବେ ମେସେଜ

ନୂଆଦିଲ୍ଲୀ : ୟୁରୋପୀୟ ୟୁନିଅନର ଡିଜିଟାଲ ମାର୍କେଟସ୍ ଆକ୍ଟ ପାଳନ କରିବାକୁ ହ୍ୱାଟସଅପ ଆପ୍ ଏକ ନୂତନ ବୈଶିଷ୍ଟ୍ୟ ଉପରେ କାମ କରୁଛି । କମ୍ପାନୀ ଏକ ଥାର୍ଡ଼ ପାର୍ଟି ଚାଟ ବିକଳ୍ପ ଉପରେ କାମ କରୁଛି । ଯାହା ଦ୍ୱାରା…

ଘର ବିକ୍ରି କରିବାକୁ ମନା କରିବାରୁ ବାଥରୁମରେ ସ୍ତ୍ରୀ’କୁ…., ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ନୋଏଡାର ସେକ୍ଟର-୩୦ରେ ଥିବା ଘରେ ରବିବାର ଦିନ ଏକ ଶବ ଉଦ୍ଧାର ହୋଇଥିଲା । ଶବ ଥିଲା ସୁପ୍ରିମ କୋର୍ଟର ମହିଳା ଓକିଲଙ୍କର । ୨ ଦିନ ଫୋନ ନ ଉଠାଇବାରୁ ମହିଳା ଓକିଲଙ୍କ ଭାଇ ପୋଲିସରେ ଖବର ଦେଇଥିଲେ । ଏହା…

ଏହି ୩ଟି ଜିନିଷ ସେବନ କରିବା ଦ୍ୱାରା ଉତ୍ତମ ହେବ ହଜମ ପ୍ରକ୍ରିୟା : ଆସନ୍ତୁ ଜାଣିବା ଏହାର ଉପାୟ

ଭୁବନେଶ୍ୱର : ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ। ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ…

ଚେହେରାକୁ ସତେଜ ଏବଂ ଯୁବା ରଖିବା ପାଇଁ, ସକାଳୁ ଉଠି କରନ୍ତୁ ଏହି ୫ ଟି କାର୍ଯ୍ୟ: ୬୦ ବର୍ଷ ବୟସରେ ମଧ୍ୟ ୩୦ ଭଳି ଦେଖାଯିବ ତ୍ୱଚା, ଜାଣନ୍ତୁ…

ଓଡ଼ିଶା ଭାସ୍କର: ଚର୍ମକୁ କୋମଳ ଏବଂ ସତେଜ ରଖିବା ପାଇଁ ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏହାର ଯତ୍ନ ନେବା ଏବଂ ଚର୍ମ ପାଇଁ ପାର୍ଲରରେ ଘଣ୍ଟା ବିତାଇବା ସମ୍ଭବ ନୁହେଁ। ଯଦି ଆପଣ…

UIICରେ 100ରୁ ଅଧିକ ପଦବୀ ରହିଛି ଖାଲି, ୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା

ଭୁବନେଶ୍ୱର : ୟୁନାଇଟେଡ ଇଣ୍ଡିଆ ଇନ୍ସୋରାନ୍ସ କମ୍ପାନୀ ଲିମିଟେଡରେ ଚାକିରି ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ଏଠାରେ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନରେ…

ଅମୃତଭଣ୍ଡାରେ ଖାଇଲେ ହୋଇଥାଏ ଭଲ ନିଦ, ରହିନଥାଏ କୌଣସି ମାନସିକ ସମସ୍ୟା

ଓଡ଼ିଶା ଭାସ୍କର: କୋଲାଇନ୍ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ଯାହା ଅମୃତଭଣ୍ଡାରେ ମିଳିଥାଏ। ଯଦିଓ ଏହା ଶରୀର ଭିତରେ ମଧ୍ୟ ଉତ୍ପନ୍ନ ହୁଏ, କିନ୍ତୁ ତୁମେ ଏହା ସହ ଜଡିତ ଜିନିଷ ଖାଇବା ଉଚିତ୍ ଯାହା…

ଜଙ୍ଗଲରୁ କ୍ୟାମେରା ଚୋରାଇ ନେଉଥିଲା ସିଂହ, ଏହାର ଭିଡିଓ ହେଉଛି ଭାଇରାଲ

ଭୁବନେଶ୍ୱର : ଚୋରି କରୁଛନ୍ତି ଜଙ୍ଗଲର ରାଜା । କ୍ୟାମେରା ଚୋରାଇ ନେଲା ସିଂହ । ଆଉ ଚୋରାଇବା ବେଳେ ରେକର୍ଡ ହେଲା ସବୁ ଜିନିଷ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ । ଏହାର ଭିଡିଓ ଏବେ X…