ଶ୍ରାବଣ ପୂର୍ଣ୍ଣମୀରେ ଏହା କରିବା ଦ୍ୱାରା ଦୂର ହୁଏ ବାସ୍ତୁ ଦୋଷ : ତୁରନ୍ତ ଆପଣାନ୍ତୁ ଏହି ଉପାୟ
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ବହୁତ ମହତ୍ୱ ରହିଛି । ପୂର୍ଣ୍ଣିମା ଦିନ ଉପବାସ କରିବା ଏବଂ ଉପାସନା-ଉପଚାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଚଳିତ ବର୍ଷ କିଛି ଲୋକ 30 ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା…