ଚାକିରୀ ଚାଲିଗଲେ ଚିନ୍ତା କରନ୍ତୁ ନାହିଁ: ୨ ବର୍ଷ ଯାଏଁ ଟଙ୍କା ଦେବ ଇଏସଆଇସି, ଜାଣନ୍ତୁ କିପରି?
ନୂଆଦିଲ୍ଲୀ,୨୪ ।୧୧: ପ୍ରାଇଭେଟରେ ଚାକିରୀ କରୁଥିବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ଯଦି ଆପଣଙ୍କ ଚାକିରୀ ଚାଲିଯାଏ, ତେବେ ସରକାର ଆପଣଙ୍କୁ ୨୪ ମାସ ଅର୍ଥାତ୍ ୨ ବର୍ଷ ପାଇଁ ଟଙ୍କା ଦେବ ।…