ନିୟମିତ ଭାବେ ଏହି ଜିନିଷ ଦାନ କରିବା ଦ୍ୱାରା ହେବେ ଧନବାନ : ରହିବନି କୌଣସି ପ୍ରକାର ଅଭାବ

ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ରରେ ଦାନକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦାନ କରିବାକୁ ପରାମର୍ଶ ଦିଆଯାଉଛି । ବିଶ୍ୱାସ କରାଯାଏ ଯେ ଦାନ କରିବା…

ଏସିଆ କପ୍ ୨୦୨୩: ଇତିହାସରେ ପ୍ରଥମ, ପାକିସ୍ତାନ ଲେଖାଥିବା ଜର୍ସିରେ ପିନ୍ଧିବ ଭାରତୀୟ କ୍ରିକେଟ୍ ଟିମ୍‌

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍‌ ଆଗାମୀ ଏସିଆ କପ୍ ୨୦୨୩ ଖେଳିବାକୁ ଯାଉଛି। ଅନେକ ବିବାଦ ପରେ ଏସିଆ କପ୍ ଖେଯାଉଥବା ବେଳେ ଭାରତୀୟ ଟିମ୍ ଜର୍ସିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Asian Champions Trophy: ପାକିସ୍ତାନକୁ ଏକପାଖିଆ ୪-୦ ଗୋଲ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦା କଲା ଭାରତ

ଚେନ୍ନାଇ: ଏସିଆନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ ହକି ୨୦୨୩ରେ ଭାରତୀୟ ଟିମ୍ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ଏକ ପାଖିଆ ପରାସ୍ତ କରିଛି । ସମ୍ପୁର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟମ୍ ଆଧିପାତ୍ୟ ବିସ୍ତାର କରିଥିଲା ।…

କାହିଁକି ଇସ୍ତଫା ଦେଲେନାହିଁ ମଣିପୁର ମୁଖ୍ୟମନ୍ତ୍ରୀ ? ସଂସଦରେ କିଲେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଅନସ୍ତା ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରି ମଣିପୁର ହିଂସା ଉପରେ ବୟାନ ଦେଇଛନ୍ତି । ଏହି ସମୟରେ ଅମିତ ଶାହା ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ…

ଧର୍ମ ନିକିତିରେ ଧର୍ମଶାଳା ରାଜନୀତି, ଆଶାୟୀଙ୍କ ଲମ୍ବା ଲାଇନ୍

ଯାଜପୁର; ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ଆଉ ମାସ କେଇଟା ବାକି ଥିବା ବେଳେ ସରଗରମ ହୋଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ରାଜନୀତି । ବିଜେଡି ଗଡ ଭାବେ ପରିଚିତ ଥିବା ଏହି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏଥର ଦେଖାଦେଇ…

ଦିନିକିଆରେ ଦମ୍‌ଦାର ଦ୍ୱିଶତକ ହାସଲ କଲେ ପୃଥ୍ୱୀ ଶ’, ଲିଷ୍ଟ ଏରେ ଭାଙ୍ଗିଲେ ଅନେକ ରେକର୍ଡ

ନୂଆଦିଲ୍ଲୀ: ଖରାପ ଫର୍ମ ଏବଂ ଫିଟନେସ୍ କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଓପନର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଆକର୍ଶଣୀୟ ଦ୍ୱିଶତକ ହାସଲ କରିଛନ୍ତି । ବୁଧବାର ଇଲଂଣ୍ଡରେ ଚାଲିଥିବା ଏକଦିବସୀୟ କପ୍‌ରେ ପୃଥ୍ୱୀ…

ପୁଣି ନ୍ୟାୟ ପାଇଁ ଧାରଣାରେ ବସିଲେ କେ ଦୀପିକା

ଓଡିଶା ଭାସ୍କର; ପୁଣି ନ୍ୟାୟ ପାଇଁ ଧାରଣାରେ ବସିଲେ କେ ଦୀପିକା । କିଛି ଦିନ ହେବ ଏହି ଧାରଣାକୁ ନେଇ ଚର୍ଚ୍ଚା ଥମିଥିବା ବେଳେ ପୁଣି ଥରେ ଏହି ଚର୍ଚ୍ଚାକୁ ବଢ଼ାଇଛନ୍ତି ଦୀପିକା । ବ୍ରହ୍ମପୁର ବଡ଼ବଜାର ଥାନା…

ବିଭ୍ରାନ୍ତି ସୃଷ୍ଟି କରବା ପାଇଁ ଅନସ୍ଥା ପ୍ରସ୍ତାବ ଆଣାଯାଇଛି: ଅମିତ ଶାହା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଆସିଥିବା ଅନସ୍ତା ପ୍ରସ୍ତାବ ଉପରେ ସଂସଦରେ ବୁଧବାର ମଧ୍ୟ ଆଲୋଚନା ଜାରି ରହିଛି । ଏଥିରେ ଅଂଶଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ ଉପରେ ଜୋରଦାର ଆକ୍ରମଣ…

ଆତ୍ମନିର୍ଭର ଭାରତ ୱେବ୍ ବ୍ରାଉଜର ଲଞ୍ଚ କରିବେ ସରକାର, ଗୁଗୁଲ୍ କ୍ରୋମ୍ ଏବଂ ମୋଜିଲା ଫାୟାରଫକ୍ସ ସହିତ ହେବ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତୀୟ ଇଣ୍ଟରନେଟ୍ ମାର୍କେଟ୍‌ରେ ୮୫୦ ମିଲିୟନ ଉପଭୋକ୍ତା ରହିଛନ୍ତି । ସିମିଲାର ୱେବ୍ ରିପୋର୍ଟ ଅନୁଯାୟୀ ଜୁଲାଇ ମାସରେ ଗୁଗୁଲ୍ କ୍ରୋମ୍ କୌଣସି ପ୍ରତିଦ୍ୱନ୍ଦି ବିନା ୮୮.୪୭% ମାର୍କେଟ୍ ସହିତ ପ୍ରଥମ…

ମୃତ ଲୋକମାନଙ୍କୁ ମିଳିଛି ୨ କୋଟି ଟଙ୍କା ପେନ୍‌ସନ୍‌, ସରକାରୀ ଯୋଜନାରେ ଘୋଟାଲା କାଢିଲା ସିଏଜି ରିପୋର୍ଟ

ନୂଆଦିଲ୍ଲୀ: କଣ୍ଟ୍ରୋଲୋର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ(ସିଏଜି) ଅନେକ ସରକାରୀ ଯୋଜନାରେ ବଡ଼ ଘୋଟାଲାର ସନ୍ଧାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା ଯୋଜନା(ଏନ୍‌ଏସ୍‌ଏପି) ମାଧ୍ୟମରେ ବରିଷ୍ଠ…