ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ବୌଦ୍ଧର ଉପଜିଲ୍ଲାପାଳ : ମିଳିଲା ସମ୍ମାନଜନକ ‘ଭୂମି ସମ୍ମାନ’

ବୌଦ୍ଧ : ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ବୌଦ୍ଧଜିଲ୍ଲାର ଉପଜିଲ୍ଲାପଳ ରବିନ୍ଦ୍ରନାଥ କହଁର ସମ୍ମାନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ବୌଦ୍ଧ ଜିଲ୍ଲାକୁ ସମ୍ମାନଜନକ ‘ଭୂମି…

ପିଲାଙ୍କ ଲାଳନ ପାଳନ ପାଇଁ ଜରୁରୀ ଏହି ୫ଟି ଜିନିଷ, ଜାଣିନିଅନ୍ତୁ କଣ ରହିଛି ଉପାୟ

ଭୁବନେଶ୍ୱର : ପିଲାଙ୍କ ଲାଳନ ପାଳନ କରିବା ସହଜ ନୁହଁ । ଏମିତିରେ ସମାଜରେ ସମସ୍ତେ ଦୁହେଁ ଦୁହିଁଙ୍କୁ ଜ୍ଞାନ ଦିଅନ୍ତି ଯେ, ପିଲାଙ୍କୁ କିପରି ଲାଳନ ପାଳନ କରାଯାଏ । କିନ୍ତୁ ସବୁ ପିଲାଙ୍କ ସମାନ ସ୍ଵଭାଵ ନଥାଏ । ଘରେ…

ଅଗଷ୍ଟ 8 ରେ ସଂସଦ ଭଙ୍ଗ କରିବେ ପାକିସ୍ତାନ ସରକାର, କ୍ଷମତାରେ ଥିବା ପିଡିଏମ ସହିତ ଦୁଇ ସହଯୋଗୀ ଦଳର ସହମତି

ନୂଆଦିଲ୍ଲୀ: ପାକିସ୍ତାନରେ ସରକାର ପାଞ୍ଚବର୍ଷ ପୁରଣ କରିବା ପୁର୍ବରୁ ସଂସଦ ଭଙ୍ଗ କରିବାକୁ ନିଷ୍ପତି ନେଇଛନ୍ତି କ୍ଷମତାସୀନ ପିଡିଏମ୍ ଏବଂ ଏହାର ସହଯୋଗୀ ଦୁଇ ଦଳ । ପାଞ୍ଚବର୍ଷ କାର୍ଯ୍ୟକାଳ ପୁରଣ ହେବାର କିଛି ଦିନ…

ସେୟାର ବଜାର ପାଇଁ ମଙ୍ଗଳମୟ ମଙ୍ଗଳବାର; ନୂଆ ଉଚ୍ଚତାରେ ସେନସେକ୍ସ, ନିଫ୍ଟି

ନୂଆଦିଲ୍ଲୀ: ଅନେକ ଦିନ ଧରି ଚାଲିଆସୁଥିବା ଷ୍ଟକ୍ ମାର୍କେଟରେ ଅଭିବୃଦ୍ଧି ପର୍ଯ୍ୟାୟ ଜାରି ରହିଛି । ମଙ୍ଗଳବାର ଦିନ ମଧ୍ୟ ସେନସେକ୍ସ ଏବଂ ନିଫ୍ଟି ସବୁଜ ମାର୍କରେ ଲାଭ ସହିତ ବନ୍ଦ ହୋଇଥିଲେ । ଉଭୟ ସୂଚକାଙ୍କ…

ବାଙ୍ଗଲୋର ରୁ ଦିଲ୍ଲୀ ଫେରିବା ବେଳେ ସୋନିଆ-ରାହୁଲଙ୍କ ବିମାନ ଜରୁରୀ ଅବତରଣ

ନୂଆଦିଲ୍ଲୀ: ବିରୋଧୀ ଏକତାର ଦ୍ୱିତୀୟ ବୈଠକ ଆଜି ବାଙ୍ଗଲୋରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୬ ବିଜେପି ବିରୋଧୀ ଦଳ ଯୋଗ ଦେଇଥିଲେ । ଦୁିଇ ଦିନିଆ ବୈଠକରେ କଂଗ୍ରେସ ଅଧ୍ୟକ୍ଷତା କରିଥିଲା । ଏହି ବୈଠକ ପରେ…

‘ଲୋକ ସେମାନଙ୍କୁ ସୁଯୋଗ ଦେଇଥିଲେ; କିନ୍ତୁ ମୋଦୀ ୯ ବର୍ଷରେ ଆକାଶ-ପାତାଳ ସବୁ ବିକିଦେଲେ’: କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟକ୍କର ଭାଷାରେ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳର ଏକତା ବୈଠକରେ ଭାଗ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ…

ଅନ୍‌ଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ ନେଇ କମ୍ପାନୀ ଜଣାଇଲେ ଆପତ୍ତି, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ଅନଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ କରିଥିଲେ। ଏହି ନିଷ୍ପତିକୁ ଗେମିଂ ଇଣ୍ଡଷ୍ଟ୍ରି ବିରୋଧ କରିଛନ୍ତି । ଏବେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ନେଇ କହିଛନ୍ତି…

ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ପାଇଁ ନୂଆଦିଲ୍ଲୀଠାରେ ଆୟୋଜିତ ସମ୍ମିଳନୀରେ ଓଡ଼ିଶାକୁ ସ୍ୱତନ୍ତ୍ର ଜୁରି ପୁରସ୍କାର

ଓଡ଼ିଶା ଭାସ୍କର: ନୂଆଦିଲ୍ଲୀଠାରେ ଆଜି ଭାରତୀୟ ବଣିକ ଓ ଶିଳ୍ପ ମହାସଂଘ (ଫିକି) ତରଫରୁ ସଡ଼କ ସୁରକ୍ଷାରେ କର୍ପୋରେଟ୍‍ ମାନଙ୍କ ଭୂମିକା ସମ୍ପର୍କିତ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଯୋଗୀ ରାଜ୍ୟଭାବେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା,୧୮ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆସନ୍ତା ପାଞ୍ଚ ଦିନ ଧରି…