ଦୁଇ ବର୍ଷରେ ବିଜେପିର ୨ ସୁପର ଷ୍ଟ୍ରାଇକ୍: ମହାରାଷ୍ଟ୍ରରେ ଭାଙ୍ଗିଗଲା ବିରୋଧୀଙ୍କ ବିଶାଳ ମହାମେଣ୍ଟ
ନୂଆଦିଲ୍ଲୀ: ମହରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କୁ ଧୋକା ଦେଇ ବିଜେପି ସହିତ ମିଶି ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଡିଆଁ ମାରିଛନ୍ତି ଅଜିତ ପାୱାର। ଏହା ସହିତ ଦୁଇ ବର୍ଷରେ ଦୁଇଟି ଷ୍ଟ୍ରାଇକ୍ କରି…