ମୁଣ୍ଡବ୍ୟଥା ପାଇଁ ଖାଆନ୍ତୁ ନାହିଁ ଔଷଧ, ଗୋଟିଏ ମିନିଟରେ ଆରାମ ଦେବ ଘରୋଇ ଉପଚାର
ଭୁବନେଶ୍ୱର : ମୁଣ୍ଡବ୍ୟଥା ଏମିତି ଏକ ରୋଗ ଯାହା ପ୍ରତ୍ୟେକ ବ୍ୟକ୍ତି ପାଖରେ ଦେଖା ଦେଇଥାଏ। ଗରମ ଦିନ ପରେ ଆରମ୍ଭ ହୋଇଛି ବର୍ଷା ଦିନ । ବର୍ଷା ଯୋଗୁଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟା…