ଶ୍ୱାସ ରୋଗୀ ସାବଧାନ!, ଦୂରେଇ ରୁହନ୍ତୁ ଏହି ସବୁ ଜିନିଷରୁ, ଖାଇଲେ ହୋଇପାରେ ଅସୁବିଧା

ଭୁବନେଶ୍ୱର : ଗରମ ଦିନରେ ଶ୍ୱାସ ରୋଗୀଙ୍କ ସମସ୍ୟା ଅଧିକ ବଢିଯାଏ । ଖରାଦିନେ ଲୋକମାନେ ଥଣ୍ଡା ଜିନିଷ ଖାଇବାକୁ ଏବଂ ପିଇବାକୁ ଭଲପାଇ ଥାନ୍ତି । ଏହି କାରଣରୁ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏମିତିରେ…

ହାଇ-ଟେକ୍ ହ୍ୟାଣ୍ଡସେକ୍ ବୈଠକରୁ ଭାରତକୁ ମିଳିଲା ଫାଇଦା: ବଡ଼ ଘୋଷଣା କଲେ ଆମାଜନ, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଭାରତରେ ନିବଶ କରିବାକୁ ଘୋଷଣା କରିଛନ୍ତି ଆମେରିକାର ବଡ଼ ଟେକ୍ ଜିଆଣ୍ଟ । ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ ଧାରାରେ ସାମିଲ ହେବା ପାଇଁ…

Video: ଭାରତୀୟ ଜାତୀୟ ସଂଗୀତ ଗାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁଲେ ଆମେରିକୀୟ ଗାୟକ ମେରି ମିଲବେନ୍

ୱାଶିଂଟନ୍: ଆମେରିକା ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋନାଲ୍ଡ ରେଗାନ କେନ୍ଦ୍ରରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମଞ୍ଚରୁ ହଲିଉଡ଼ ଗାୟକ ମେରି ମିଲବେନ୍…

ରାଶିଫଳ(ଶନିବାର,୨୪ ଜୁନ,୨୦୨୩)

ମେଷ -  ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି…

ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପୋଷାକରେ ରହୁନି ସଞ୍ଜମତା: ଲାଗିପାରେ ପୋଷାକ କଟକଣା! ଚିନ୍ତା ପ୍ରକଟ କଲେ ବରିଷ୍ଠ ସେବାୟତ

ପୁରୀ: ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କ ଉପରେ ଲାଗିପାରେ ପୋଷାକ କଟକଣା । ଦେଶ ବିଦେଶର ଅନେକ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅନେକ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ଆସୁଛନ୍ତି। ଯାହାକୁ…

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଭିଓଏସ ବିଲଡ୍କନ ପ୍ରା.ଲିଃ. ପକ୍ଷରୁ ୧୦…

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଜୁନ ୨ ତାରିଖରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ବରମୁଣ୍ଡାସ୍ଥିତ ଇଭିଓଏସ ବିଲଡ୍କନ ପ୍ରା.ଲିଃ. ପକ୍ଷରୁ ଦଶ ଲକ୍ଷ ଟଙ୍କା…

ପୁଟିନ୍‌ଙ୍କ ସହିତ ଭଡ଼ାଟିଆ ସୈନିକଙ୍କ ଗଦ୍ଦାରୀ, ୱାଗନର୍ ଗ୍ରୁପ୍ ମାରି ଖସାଇଲା ଋଷ ଫାଇଟର ଜେଟ୍‌, ଦେଶରେ ଗୃହଯୁଦ୍ଧ ସୃଷ୍ଟି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ୟୁକ୍ରେନ୍ ସହିତ ଯୁଦ୍ଧ ମଧ୍ୟରେ ଋଷ ପାଇଁ ସୃଷ୍ଟି ହୋଇଛି ନୁଆ ସମସ୍ୟା । ଋଷ ସେନା ବର୍ତ୍ତମାନ ୟୁକ୍ରେନ୍ ସହିତ ପୁଟିନ୍ ଡାକିଥିବା ଭଡ଼ା ସୈନିକ ଅର୍ଥାତ୍ ୱାଗନର୍ ଗ୍ରୁପ୍ ସହିତ ଲଢେଇ କରୁଛି । ଏବିସି…

କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଲା ଭାରତୀୟ ଟୀକା: ବିଶ୍ୱ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କମଲା ହାରିସ୍‌

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଙ୍ଗଟନ୍ ଡିସିରେ ବିଦେଶ ମନ୍ତ୍ରଳାୟ ଦ୍ୱାର ଆୟୋଜିତ ଷ୍ଟେଟ୍ ଲଞ୍ଚରେ ସାମିଲ ହୋଇଥିଲେ । ଏହି ଅବସରରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ…

୨୮ରେ ଲଘୂଚାପ: ଆଗାମୀ ୬ ଦିନ ପ୍ରବଳ ବର୍ଷା, ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇତିମଧ୍ୟରେ ରାଜ୍ୟର ସବୁ ଅଞ୍ଚଳକୁ ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ…

Video: କେଦାରନାଥ ଧାମ ଯାତ୍ରା ସମୟରେ ଘୋଡ଼ାକୁ ଜବରଦସ୍ତ ବିଡ଼ି ଟଣାଇଲେ ଯୁବକ, ଯନ୍ତ୍ରଣାରେ ଛଟପଟ ହେଉଥିବା ଘୋଡ଼ାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କେଦାରନାଥ ଧାମ ଯାତ୍ରା ସମୟରେ ଦୁଇଜଣ ବ୍ୟକ୍ତି ଜୋରଜବରଦସ୍ତ ଏକ ଘୋଡାକୁ ବିଡି ଟଣାଇବାକୁ ଚେଷ୍ଟା କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ…