ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଉଛୁଳିଲା ସେୟାର ମାର୍କେଟ୍, ନୂଆ ରେକର୍ଡ କଲା ସେନସେକ୍ସ
ନୂଆଦିଲ୍ଲୀ: ବୁଧବାର ଭାରତୀୟ ସେୟାର ବଜାର ଐତିହାସିକ ଉଚ୍ଚତାକୁ ଛୁଇଁବା ସହିତ ଏକ ନୂଆ ରେକର୍ଡ କରିଛି । କାରବାର ଆରମ୍ଭରୁ ସେନସେକ୍ସ ବୁଧବାର ଏକ ଘଣ୍ଟା ମଧ୍ୟରେ ଏହାର ପୁରୁଣା ରେକର୍ଡ ଭାଙ୍ଗି ୬୩,୫୮୮.୩୧ ପଏଣ୍ଟରେ…