ପାଣିପାଗ ବିଭାଗର ସୂଚନା: ମୌସୁମୀ ପୂର୍ବରୁ ଭିଜିବ ଓଡ଼ିଶା

ଭୁବନେଶ୍ୱର: ସମ୍ପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବା ପୂର୍ବରୁ ବର୍ଷାରେ ଭିଜିବ…

PM Modi US Visit: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜକୀୟ ଗସ୍ତ ଆରମ୍ଭ, ‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ 'ମୋଦୀ-ମୋଦୀ'ର ସ୍ଲୋଗାନ ଦେଇଥିଲେ…

ସୋସିଆଲ ମିଡିଆର ପୋଷ୍ଟ ପଡ଼ିଲା ଭାରି : ଓଡିଶାର କୃଷକଙ୍କ ଫାର୍ମରୁ କେଜି ପ୍ରତି ୨.୫ ଲକ୍ଷର ଆମ୍ବ ହେଲା ଚୋରି

ନୂଆପଡ଼ା : ଦେଶ-ବିଦେଶରେ ସମସ୍ତେ ଆମ୍ବ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଗ୍ରୀଷ୍ମ ଋତୁରେ ଏହା ପ୍ରଚୁର ପରିମାଣରେ ମିଳିଥାଏ । ଲୋକମାନେ ସାଧାରଣତଃ ଆମ୍ବକୁ କିଣି ଖାଆନ୍ତି କିନ୍ତୁ କେତେକ ଲୋକ ଏହାକୁ ବଗିଚାରୁ ଚୋରି…

କେଶ ହେବ କଳା ଏବଂ ନରମ, ଘରେ ବନାନ୍ତୁ ହାତ ତିଆରି ହେୟାର ସ୍ପ୍ରେ

ଭୁବନେଶ୍ୱର : କଳା, ମୋଟା ଏବଂ କୋମଳ କେଶ ସମସ୍ତଙ୍କୁ ପସନ୍ଦ | କିନ୍ତୁ ଆଜିର ସମୟରେ ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଯୋଗୁଁ କେଶ ଅଳ୍ପ ବୟସରେ ଧଳା ହେବାକୁ ଲାଗେ | ଧଳା କେଶ ଆପଣଙ୍କ ସୌନ୍ଦର୍ଯ୍ୟରେ ଗ୍ରହଣ ଲଗାଇଥାଏ,…

Video : ଚକା ଆଖି ସବୁ ଦେଖୁଛି ! ଦୟାକରି ସଦାସର୍ବଦା ସଡକ ସୁରକ୍ଷାର ସମସ୍ତ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର : ବର୍ଷକ ୩୬୫ ଦିନ । ୩୬୫ ଦିନ ମଧ୍ୟରୁ ଆମ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୫ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି । ଦୁର୍ଘଟଣାରୁ ଜୀବନ ବଞ୍ଚିବା ପାଇଁ ହେଲେ…

ଭୀଷଣ ଗରମ ଏବଂ ଉତ୍ତାପର ହାହାକାର ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକାଇଲେ ଜରୁରୀ ବୈଠକ, ପ୍ରଭାବିତ ରାଜ୍ୟକୁ ପଠାଯିବ ସ୍ୱତନ୍ତ୍ର ଟିମ

ନୁଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ଭୀଷଣ ଗରମ ହେତୁ ଲୋକେ ଚିନ୍ତିତ ହୋଇଗଲେଣି । ଅତ୍ୟଧିକ ଉତ୍ତାପରେ ଅଧିକାଂଶ ଲୋକଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା ସହ କେତେକଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତୀ କରାଯାଇଛି । ଏହା…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଏଲୋନ୍ ମସ୍କଙ୍କ ବ୍ୟତୀତ ୨୪ ବିଶିଷ୍ଟ ବ୍ୟକ୍ତିଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ବାହାରି ସାରିଛନ୍ତି। ସେ ଜୁନ୍ ୨୧-୨୩ ରୁ ଆମେରିକା ଗସ୍ତରେ ରହିବେ। ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ ସହିତ…

ଭାରତରେ ପ୍ରସ୍ତୁତ ୭ଟି ସିରପକୁ ବ୍ୟାନ କଲା WHO : ଅନେକ ଦେଶ କହିଲେ ଏହା ମୃତ୍ୟୁର କାରଣ

ନୁଆଦିଲ୍ଲୀ : ବିଶ୍ୱରେ ୩୦୦ରୁ ଅଧିକ ମୃତ୍ୟୁର କାରଣ ସହିତ ଜଡିତ ଖରାପ ଗୁଣବତ୍ତା ଔଷଧ ଏବଂ ସିରପ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଏହାର ଯାଞ୍ଚ ପାଇଁ ଭାରତରେ ତିଅରି ହେଉଥିବା ସିରପକୁ…

ଫାସିବାଦର ପକ୍ଷ ନେଉଛନ୍ତି ନବୀନ, ଅନୌପଚାରିକ ଭାବେ ବିଜେପି ସହିତ ସାମିଲ ବିଜେଡି: ଟିଏମସି ସାଂସଦ ଡେରେକ ବ୍ରାଏନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ବିଜେପିକୁ କ୍ଷନତାଚ୍ୟୁତ କରିବା ପାଇଁ ସମସ୍ତ ବିରୋଧି ଦଳ ଅଣ୍ଟା ଭିଡ଼ିଲେଣି। ଏହାରି ମଧ୍ୟରେ ବିଜେପି ସହ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିଜେଡି ସମ୍ପର୍କ ଖରାପ…

ପର୍ସନାଲ ଲୋନ ଓ କ୍ରେଡ଼ିଟ କାର୍ଡ ଲୋନ ମିଳିବା ହେଲା କଷ୍ଟକର, RBI ବଦଳାଇଲା ନିୟମ

ନୁଆଦିଲ୍ଲୀ : ଆଗାମୀ ଦିନରେ ଆପଣ ଯଦି ପର୍ସନାଲ ଲୋନ ବା କ୍ରେଡ଼ିଟ ନେବାର ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ଅଳ୍ପ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିୟା ବ୍ୟାଙ୍କରୁ ଅନସିକୟୋର୍ଡ…