ଗୌତମ ଗମ୍ଭୀର ହେବେ ମୁଖ୍ୟ କୋଚ୍‌, ଦାବି ହେଲା ଆହୁରି ମଜବୁତ, କେକେଆରକୁ ବିଦାୟ

ଓଡିଶା ଭାସ୍କର: ଦୀର୍ଘଦିନରୁ ଗୌତମ ଗମ୍ଭୀରକୁ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ଦେଖାଯାଉଛି । ଏବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ବିସିସିଆଇ ନୂଆ ହେଡ କୋଚଙ୍କ…

ଅଧିକ ପାଣି ପିଇଲେ ହୃଦରୋଗୀଙ୍କ ମୃତ୍ୟୁ ହୋଇଥାଏ କାହିିଁକି ? ଜାଣନ୍ତୁ ତାହାର କାରଣ

ଓଡିଶା ଭାସ୍କର: ଆଜିକାଲି ହୃଦରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଦେଖାଯାଉଛି । ଆପଣମାନେ ଜାଣି ରଖିବା ଉଚିତ ହୃଦ ରୋଗୀମାନେ ଅଧିକ ପାଣି ପିଇବା ଉଚିତ୍ ନୁହେଁ । ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କଠାରୁ ଏହା ଶୁଣିଥିବେ କିନ୍ତୁ…

ଜଗନ୍ନାଥଙ୍କ ଭଜନ କଦର୍ଥ ଗାଉଥିବାରୁ ୨ କଣ୍ଠଶିଳ୍ପୀଙ୍କୁ ପଡିପାରେ ମହଙ୍ଗା

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ଏହି ଅଭିଯୋଗଟି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା…

ପ୍ୟାରିସ ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ ୨ ଓଡ଼ିଆ : ୧୫ ଲକ୍ଷ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ୟାରିସ୍ ଅଲମ୍ପିକ୍ସରେ ଦୁଇ ଓଡ଼ିଆ ତାରକା ଅଂଶଗ୍ରହଣ କରିଛନ୍ତି । ଓଡିଶାର ଦୁଇ ତାରକା କିଶୋର ଜେନା ଏବଂ ଅମିତ ରୋହି ଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…

ଗଡିଲା ୩ ରଥ: ପରମ୍ପରା ଅନୁସାରେ ନୀତିକାନ୍ତି ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପରେ ଟଣା ହୋଇଛି ୩ ରଥ । ଗତକାଲି ରଥଟଣା ହୋଇଥିଲାବେଳେ ରାଜନଅର ଆଗରେ ଦର୍ପଦଳନ, ମରିଚିକୋଟ ଛକ ପାଖରେ ତାଳଧ୍ୱଜ ଏବଂ ଶ୍ରୀମନ୍ଦିର କିଛିବାଟ ଆଗରେ ମହାପ୍ରଭୁଙ୍କ…

ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ କଲେ ମହାମହିମ ରାଷ୍ଟ୍ରପତି: କହିଲେ ନିଜର ଅନୁଭୂତି

ପୁରୀ: ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ସକାଳୁ ପୁରୀ ସମୁଦ୍ର କୂଳରେ ମର୍ଣ୍ଣିଂ ୱାକ୍ କରିଛନ୍ତି । ରାଷ୍ଟ୍ରପତି ପୁରୀ ବେଳାଭୂମିରେ କିଛିବାଟ ଚଲାବୁଲା କରିଥିଲେ । ଏହାପରେ ସମୁଦ୍ର କୂଳରେ କିଛି ସମୟ…

ଭାରତ-ରୁଷର ୨୨ତମ ସମ୍ମିଳନୀ: ୨ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ଯାଉଛନ୍ତି । ମସ୍କୋରେ ଜୁଲାଇ ୮ ଏବଂ ୯ରେ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…

(video) movie review: ଟ୍ରେନରେ ଚଢିବାକୁ ଭୟ କରିବେ ଏ ସିନେମା ଦେଖିଲେ, ଲକ୍ଷ୍ୟ ଲାଲୱାନୀ- ରାଘବ ଜୁୟାଲଙ୍କ ଦମଦାର ଆକ୍ସନ

ଓଡିଶା ଭାସ୍କର: କିଲ! ସିନେମାଟି ଭାରତରେ ଆଜି ରିଲିଜ ହୋଇଛି । ସିନେମାରେ କେବଳ ରହିଛି ଆକ୍ସନ, ଆକ୍ସନ ଓ ଆକ୍ସନ । ତାହାସହ ସିନେମାରେ ଅଛି ସାଧାରଣ କାହାଣୀ, ମାତ୍ର ମେକର୍ସ ତାହାକୁ ଅସାଧାରଣ ଭାବରେ ପରଦାରେ ଫୁଟାଇ…

ଗୁରୁଗ୍ରାମରେ ହେବ ୪୦୦ କୋଟିର ବିଲଡିଂ, ସିଙ୍ଗାପୁର ବିଲ୍ଡର ବନାଇବେ ବିଳାସପୂର୍ଣ୍ଣ ଅଟ୍ଟାଳିକା

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁଗ୍ରାମରେ ତିଆରି ହୋଇଥିବା ଦେଶର ପ୍ରଥମ ଅର୍ବନ ଏକ୍ସପ୍ରେସୱେ ପାଖରେ ଶୀଘ୍ର ହିଁ ବିଳାସପୂର୍ଣ୍ଣ ଘର ତିଆରି ହେବାକୁ ଯାଉଛି । ସିଙ୍ଗାପୁରର ବିଲ୍ଡର ଏଠାରେ ଘର ତିଆରି କରିବା ପାଇଁ ଜମି ମଧ୍ୟ…

ଓଡିଆରେ ପଢା ହେବ ଡାକ୍ତରୀ ପାଠ, ଅସ୍ମିତା ପାଇଁ ସରକାର ସ୍ୱୀକାର କରିବେ ଆହ୍ୱାନ!

ଓଡିଶା ଭାସ୍କର: ଓଡିଆ ଭାଷାର ଅସ୍ମିତାର କଥା କହି ବିଜୟୀ ହୋଇଥିବା ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ଗୁଗୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚାଲିଛନ୍ତି । ରାଜ୍ୟ ସରକାର ମେଡିକାଲ ଭଳି ଗୁରୁତ୍ୱପୂର୍ଣ୍ଣ ପାଠ୍ୟକ୍ରମ ମଧ୍ୟ…