Mother’s Day Gift 2023 : ଆସୁଛି ମାତୃତ୍ୱ ଦିବସ, ବର୍ତ୍ତମାନଠାରୁ ପ୍ଲାନିଂ କରନ୍ତୁ, ଏହି ଉପହାରଗୁଡ଼ିକ ଦେଇ ଦିନଟିକୁ ସ୍ୱତନ୍ତ୍ର…
ନୂଆଦିଲ୍ଲୀ : ମେ ମାସର ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବରେ ପାଳନ କରାଯାଏ । ଚଳିତବର୍ଷ ଏହି ବିଶେଷ ଦିନ ୧୪ ମେ ରେ ପାଳନ କରାଯିବ । ଅନେକ ଦେଶରେ ଏହି ଦିନକୁ ମାତୃ ଦିବସ ପାଳନ କରାଯାଏ । ମାତାଙ୍କ ସମ୍ମାନାର୍ଥେ…