Stomach Pain : ପେଟରେ ଅତ୍ୟଧିକ ଗ୍ୟାସ ଯୋଗୁଁ ଅସୁବିଧା ଭୋଗୁଛନ୍ତି କି? କାରଣ ହୋଇପାରେ ଏସବୁ..

ନୂଆଦିଲ୍ଲୀ : ପେଟରେ ଗ୍ୟାସ୍ ସୃଷ୍ଟି ହେବା ଏକ ସାଧାରଣ ସମସ୍ୟା । କିନ୍ତୁ ବେଳେବେଳେ ଗ୍ୟାସ୍ ଅସୁବିଧା ଯୋଗୁଁ ପ୍ରବଳ ଯନ୍ତ୍ରଣା ଭୋଗିବାକୁ ପଡେ । ଯାହା ପାକସ୍ଥଳୀ ସମ୍ବନ୍ଧୀୟ ସଂଘାତିକ ରୋଗର ସଙ୍କେତ ବା ଲକ୍ଷଣ…

ଖୋଲିଛି କେଦାରନାଥ ଦ୍ୱାର, ହେଲେ ଧସୁଛି ବରଫ ପାହାଡ ; ୭ ଦିନ ଆଲର୍ଟ ରହିବାକୁ ଆଇଏମଡି ର ପରାମର୍ଶ

ନୂଆଦିଲ୍ଲୀ : ଚାରି ଧାମ ଯାତ୍ରା ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୫ ମଙ୍ଗଳବାର ସକାଳେ ତୀର୍ଥଯାତ୍ରୀଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା ହୋଇଛି। କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି ବରଫପାତ । ପ୍ରବଳ…

ପୁରୁଣା ଟ୍ୱିଟ .. ହିଟ୍ ଡାଏଲଗ୍ ; ଭାଇରାଲ ହେଉଛି ୮ ବର୍ଷ ତଳର ସେହି ପୁରୁଣା ଟ୍ୱିଟ୍, ଯାହା ସଲମନଙ୍କ ନୂଆ ଫିଲ୍ମରେ ପ୍ରଂଶସା ସାଉଁଟୁଛି

ନୂଆଦିଲ୍ଲୀ : ଏହି ଦେଶ ଜନତାଙ୍କ ଦମ୍ ଅଛି , ବନ୍ଦେ..ମାତରମ । ସଲମାନ ଖାନଙ୍କ ଚଳଚ୍ଚିତ୍ର କିସି କା ଭାଇ କିସି କି ଜାନରେ ଆପଣ ଏହି ସଂଳାପକୁ ଅନେକ ଥର ଶୁଣିଥିବେ ନିଶ୍ଚିତ । ଏହାକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି…

ଜାଲ୍ ସାର୍ଟିଫିକେଟ୍ ଲିଙ୍କ୍ ; ୩ ଜଣ ପୋଷ୍ଟ ଅଫିସ କର୍ମଚାରୀ ନିଲମ୍ବିତ

କେନ୍ଦ୍ରପଡା : ଜାଲ୍ ସାର୍ଟିଫିକେଟ୍ କୁ ନେଇ ଏବେ ରାଜ୍ୟରେ ତନଘନା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଥିବା ବେଳେ ଏବେ କେନ୍ଦ୍ରପଡା ଲିଙ୍କ ଥିବା ଜଣାପଡିଛି । କେନ୍ଦ୍ରାପଡାର ଡାକ ବିଭାଗରେ…

ଦୁନିଆରେ ନାହାନ୍ତି, କିନ୍ତୁ ପେମେଣ୍ଟ କରିଛନ୍ତି ! ଅନେକ ସ୍ୱର୍ଗୀୟ ସେଲିବ୍ରେଟିଙ୍କ ଫେରିଛି ବ୍ଲୁ ଟିକ୍‌ …..

ନୂଆଦିଲ୍ଲୀ : ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ କମ୍ପାନୀ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ କୁ ପୁଣି ଏକ ଚର୍ଚ୍ଚା ସାମ୍ନାକୁ ଆସିଛି । କମ୍ପାନୀ ଅନେକ ସେଲିବ୍ରିଟିଙ୍କ ନୀଳ ଟିକ୍ ଫେରାଇ ଦେଇଛି। ବଡ କଥା ହେଉଛି ବ୍ଲୁ…

world malaria day 2023 : ମ୍ୟାଲେରିଆ ରୋଗୀମାନେ ଭୁଲରେ ମଧ୍ୟ ଏହି ଖାଦ୍ୟ ଖାଇବା ଉଚିତ୍ ନୁହେଁ, ନ ହେଲେ ଭୋଗି ପାରନ୍ତି ଭୟଙ୍କର ସ୍ଥିତି

ନୂଆଦିଲ୍ଲୀ : ଆଜି ବିଶ୍ୱ ମ୍ୟାଲେରିଆ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି ।ମ୍ୟାଲେରିଆ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୫ ଏପ୍ରିଲରେ ଏହି ଦିନକୁ ବିଶେଷ ଭାବେ ପାଳନ କରାଯାଏ ।…

ଟଏଲେଟ୍ ରେ ଛୁଆ ଜନ୍ମ କରି ଝରକା ବାଟେ ବାହାରକୁ ଫିଙ୍ଗଲା ମା’…. ଶିଶୁ ମୃତ, ଥାନାରେ ମାମଲା

ନୂଆଦିଲ୍ଲୀ : କୁହାଯାଏ, ଭଗବାନ ସବୁ ବେଳେ ସବୁ ସ୍ଥାନରେ ରହିପାରନ୍ତି ନାହିଁ ବୋଲି ମା’କୁ ଦେଇଥାନ୍ତି । କିନ୍ତୁ ମା’ ଯଦି ଜମ ସାଜେ ତେବେ କ’ଣ କରାଯାଇପାରିବ । କୋଲକାତାରେ ଏଭଳି ଏକ ଘଟଣା ଘଟିଛି । ଜଣେ ମହିଳା…

ରାଶିଫଳ(ମଙ୍ଗଳବାର,୨୫ ଏପ୍ରିଲ,୨୦୨୩)

ମେଷ - ଶତୃମାନେ ମୁଣ୍ଡ ନୂଆଇଁବେ, ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ, ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ଯାହାର ବେଶି ଉପକାର କରିଥିବେ…

ଭୋର୍ ୩ଟା ରେ କମ୍ପନ : ୭.୪ ତୀବ୍ରତାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ମଙ୍ଗଳବାର ଭୋର ୩ଟାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା । ଏହା ଦ୍ୱାରା ପୃଥିବୀ ପୃଷ୍ଠ ପ୍ରବଳ ଥରିଥିଲା । ଇଣ୍ଡୋନେସିଆରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ…

ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ ; ଏତେ ସ୍ୱାର୍ଥପର ହୋଇପାରେ ମଣିଷ, ପୋଷା କୁକୁରକୁ ଫିଙ୍ଗି ଦେଇ ଚାଲିଗଲେ ମହିଳା

ନୂଆଦିଲ୍ଲୀ : ମଣିଷ କେତେ ସ୍ୱାର୍ଥ ପର ହୋଇ ପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଯେଉଁଠି ସେମାନେ ମଣିଷକୁ ମାନୁ ନାହାନ୍ତି, ନିଜ ଜନ୍ମ କଲା ବାପା-ମାଙ୍କୁ ମାନୁ ନାହାନ୍ତି, ସେଇଠି ପୋଷା କୁକୁର ର ଅବସ୍ଥା…