ଦୁନିଆର ସବୁଠୁ ଅଦରକାରୀ ପଶୁର କ୍ଷୀରରୁ ତିଆରି ଏହି ଦାମୀ ପନିର, ଏହାର ମୂଲ୍ୟ ସାଧାରଣ ଲୋକଙ୍କ ଦରମାର ୪ ଗୁଣ
ନୂଆଦିଲ୍ଲୀ : ଆପଣ ଆଜି ପର୍ୟ୍ୟନ୍ତ ଅନେକ ଥର ପନିର ଖାଇଥିବେ । ପନିରର ସ୍ୱାଦ ଯେତେ ଅଧିକ, ଶରୀର ପାଇଁ ମଧ୍ୟ ସେତେ ଅଧିକ ଲାଭଦାୟକ । କୌଣସି ବିଶେଷ ଉତ୍ସବରେ ଘରେ ପନିର ତିଆରି ଖାଦ୍ୟ ପାଇଁ ପ୍ରାୟତଃ ଲୋକଙ୍କ ପ୍ରଥମ…