ବିବାହ ଉପହାର ମିଳିଥିଲା ହୋମ୍ ଥିୟଟର, ସ୍ୱିଚ୍ ଅନ୍ କରୁ କରୁ ବ୍ଲାଷ୍ଟ… ଦୁଇ ଭାଇ ମୃତ
ନୂଆଦିଲ୍ଲୀ : ଛତିଶଗଡର କବୀରହମ୍ ଜିଲ୍ଲାରେ ଅଘଟଣ ଘଟି ଯାଇଛି । ବିବାହ ଉପହାରରେ ମିଳିଥିବା ଏକ ଗିଫ୍ଟ ବିସ୍ଫୋରଣ ହୋଇ ଦୁଇ ଭାଇଭ୍କର ମୃତ୍ୟୁ ଘଟିଛି । ଉପହାର ସ୍ୱରୂପ ହୋମ୍ ଥିଏଟର ମ୍ୟୁଜିକ୍ ସିଷ୍ଟମ ମିଳିଥିଲା ।…