CHARIDHAM

ଦଶମ ମାର୍କସିଟ୍ ସେୟାର କଲେ ବିରାଟ କୋହଲି, ଜାଣନ୍ତୁ କେତେ ନମ୍ବର ପାଇଥିଲେ ବିରାଟ ?

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ତଥା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ନିଜର ଦଶମ ମାର୍କସିଟ୍ ସେୟାର କରିଛନ୍ତି। ଏହି ମାର୍କସିଟରୁ ଏହା ଜଣାପଡିଛି ଯେ ଅଧ୍ୟୟନରେ କୋହଲି ଅତ୍ୟନ୍ତ ଖରାପ…

ଭୀଷଣ ସଡ଼କ ଦୁର୍ଘଟଣା ; ଟ୍ରକ୍ ତଳେ ଚାପି ହୋଇଗଲେ ୧୫ ଜଣ, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଏକ ଭୀଷଣ ସଡ଼କ ଦୁର୍ଘଟଣା ୧୫ ଜଣ ଟ୍ରକ୍ ତଳେ ଚାପି ହୋଇଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଗୁଜୁରାଟର ଭବନଗରରେ ଘଟିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁରୁବାର…

(video)ରାମ ନବମୀ ଯୋଗୁଁ ଗୁଜୁରାଟରେ ସାମ୍ପ୍ରଦାୟିକ ହିଂସା ; ଶୋଭାଯାତ୍ରାରେ ପଥର ଫିଙ୍ଗା

ନୂଆଦିଲ୍ଲୀ : ଗୁଜୁରାଟର ଭଦୋଦରରେ ରାମ ନବମୀ ଉପରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ସହରରେ ଶୋଭାଯାତ୍ରାରେ ପଥର ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଥିଲା, ଯାହା ପରେ ଉତ୍ତେଜନା ଦେଖାଦେଇଥିଲା। ହିଂସା ଖବର ଆସିବା…

ତାମିଲନାଡୁରେ ‘ଦହି’ ଉପ ବିବାଦରେ: ଏମ.କେ ଷ୍ଟାଲିନଙ୍କ ଅସନ୍ତୋଷ ପରେ FSSAI ଜାରି କଲା ବିବୃତ୍ତି

ନୂଆଦିଲ୍ଲୀ: ବିବାଦରେ ଦହି, ଜବରଦସ୍ତି କରି ତାମିଲନାଡୁ ଲୋକଙ୍କ ଉପରେ ହିନ୍ଦୀ ଭାଷା ଲଦି ଦେବାର ଉଠିଲା ଅଭିଯୋଗ। ତାମିଲନାଡୁରେ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଦହି ନାମ ବଦଳାଇବାକୁ…

ବିରଳ ଅସ୍ତ୍ରୋପଚାର ! ନାବାଳିକା ପେଟରେ ଥିଲା ଅଢେଇ କେଜିର ବାଳ , ଅପରେସନ୍ ପରେ ବାହାରିଲା

ବିଜନୋର : ସାଧାରଣତଃ ପେଟରେ ଷ୍ଟେନ୍ ହୁଏ , ଯାହାକୁ ଅପରେସନ୍ ମାଧ୍ୟମରେ ଡାକ୍ତରମାନେ କାଢି ବାହର କରନ୍ତି । କିନ୍ତୁ ପେଟରେ ବାଳ ପିଣ୍ଡୁଳା କଥା କେବେ ଶୁଣିଛନ୍ତି କି? ଆଜ୍ଞା ହଁ, ଜଣେ ୧୪ ବର୍ଷୀୟ ନାବାଳିକା ପେଟରୁ…

ଏଥର କୋଟିଆରେ ଉତ୍କଳ ଦିବସ ପାଳିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର କୋଟିଆରେ ଉତ୍କଳ ଦିବସ ପାଳନ କରିବେ । ଏପ୍ରିଲ ୧ରେ କୋଟିଆ ଗ୍ରାମ ପଞ୍ଚାୟତରେ ଉତ୍କଳ ଦିବସ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ତିନି ଦିନିଆ ରାଜ୍ୟ…

୧୦୦ ଟଙ୍କାରେ କିଣିଥିଲେ ଏହି ପର୍ସକୁ ବିକିଲେ ୬ ହଜାର ପାଉଣ୍ଡରେ … ଜାଣନ୍ତୁ ଏଇଟା କେଉଁ ବ୍ରଣ୍ଡର ବ୍ୟାଗ୍

ନୂଆଦିଲ୍ଲୀ : ଗୋଟିଏ ପର୍ସର ଦାମ କେତେ ଟଙ୍କା ହୋଇପାରେ? ଥରେ ଚିନ୍ତା କରନ୍ତୁ ତ । ସେ ପୁଣି ପୁରୁଣା ପର୍ସ । ଆପଣମାନେ ଚିନ୍ତା କରୁଥିବେ ଭଲ ବ୍ରାଣ୍ଡର ପର୍ସର ଦାମ ଲକ୍ଷାଧିକ ଟଙ୍କା ହୋଇଥାଏ । ଆଜ୍ଞା ହଁ ଭଲ ପର୍ସର…

ରାଶିଫଳ(ଗୁରୁବାର,୩୦ ମାର୍ଚ୍ଚ,୨୦୨୩)

ମେଷ: ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ ।…

ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା ୧୦ ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି, ଆଉ ହସ୍‌ପିଟାଲର ଆଗରେ ଲାଗୁନି ଭିଡ଼

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଏହାର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଣରେ ପାରଦର୍ଶିତା ଆଣିବା ପାଇଁ ଡିଜିଟାଲ୍ ହସ୍ତକ୍ଷେପକୁ…

Ram Navami 2023 Date, Puja Vidhi, Muhurat: ଏହି ମୁହୁର୍ତରେ ରାମ ନବମୀ ପୂଜା କରନ୍ତୁ, ଜାଣନ୍ତୁ ପୂଜା ସାମଗ୍ରୀ ଏବଂ ବିଧି

ଚଳିତ ବର୍ଷ ମାର୍ଚ୍ଚ ୩୦, ୨୦୨୩, ଚୈତ୍ର ନବରାତ୍ରୀର ଶେଷ ଦିନରେ ରାମ ନବମୀ ପାଳନ କରାଯିବ। ଏହି ଦିନ ଭଗବାନ ବିଷ୍ଣୁ ମାନବ ରୂପରେ ଭଗବାନ ରାମଙ୍କ ଅବତାରରେ ଧରାପୃଷ୍ଠରେ ଅବତାରିଥିଲେ। ବାଲ୍ମୀକି ରାମାୟଣଙ୍କ ଅନୁଯାୟୀ,…