Video: ପାକିସ୍ତାନରେ ଖାଇବାକୁ ପାଉ ନାହାନ୍ତି ଲୋକେ, ଅଟା ବାଣ୍ଟୁଥିବା ସରକାରୀ ଟ୍ରକ୍କୁ ଲୁଟିଲେ ଜନତା
ନୂଆଦିଲ୍ଲୀ: ଋଣଭାରରେ ବେକ ପର୍ଯ୍ୟନ୍ତ ବୁଡ଼ି ରହିଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଲାଣି । ପାକିସ୍ତାନର ଲୋକେ ଏବେ ଗୋଟିଏ ବେଳା ଖାଇବାକୁ ସଂଘର୍ସ କରୁଛନ୍ତି । ଦରଦାମ୍ ଆକାଶ ଛୁଆଁ…