CHARIDHAM

“ବିନା କୌଣସି ମନ୍ଦ ଉଦ୍ଦେଶ୍ୟରେ ପିଠି ଏବଂ ମୁଣ୍ଡରେ ହାତ ମାରିବା ଯୌନ ନିର୍ଯାତନା ନୁହେଁ’ – ବମ୍ବେ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

ମୁମ୍ବାଇ : ଝିଅମାନଙ୍କ ସହ ଯୌନ ନିର୍ଯାତନା ମାମଲା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ଏହାକୁ ରୋକିବା ପାଇଁ ଦେଶରେ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର ଏପରି ମାମଲା ଆସିଛି ଯେଉଁଠାରେ ଏହି ନିୟମଗୁଡ଼ିକର…

ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଗାଡି: ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ଘଟିଲା ଅଘଟଣ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଏବେ ଜଙ୍ଗଲ ଜଳୁଛି। କେଉଁଠି ୫ ଦିନ ତା କେଉଁଠି ୭ ଦିନ ହେବ ଜଙ୍ଗଲ ଜଳିବାରେ ଲାଗିଛି। ନାସାର ସାଟେଲାଇଟରେ ସାଙ୍ଘାତିକ ଚିତ୍ର ଦେଖିବାକୁ ମିଳିଛି। ଜଙ୍ଗଲ ନିଆଁରେ ପୁରା ଓଡିଶା ଲାଲ ହୋଇ…

୨୦୧୭ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟରେ ୪୧୦ ହାତୀଙ୍କ ମୃତ୍ୟୁ: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ହାତୀ ମୃତ୍ୟୁ ମାମଲା ଏକ ସାମାନ୍ୟ କଥା ହୋଇଗଲାଣି। ଦୈନିକ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହାତୀ ମୃତ୍ୟୁ ଖବର ଆସୁଛି। ଏହାରି ମଧ୍ୟରେ ବିଧାନସଭାରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ, ଗତ ପାଞ୍ଚ…

ଆସନ୍ତାକାଲି ବସ ହେବ ଧର୍ମଘଟ, ସାମିଲ ହେବେନି ମାଲିକ , ଡ୍ରାଇଭର ମହାସଂଘର ଆହ୍ୱାନ

ଭୁବନେଶ୍ୱର : ବସ୍ ଚାଳକ ମହାସଂଘ ପକ୍ଷରୁ ମାର୍ଚ୍ଚ ୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟ୍ରିଅରିଂ ଛାଡ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯିବ । ତେବେ ଏହାକୁ ନେଇ ମସ ମାଲିକ ସଂଘ…

ରାଜଧାନୀ ଭୁବନେଶ୍ୱରରେ ଲଜ୍ୟା: ମୁଢ଼ି ଖାଇବାକୁ ଡାକି ନେଇ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଲଜ୍ୟା। ମୁଢ଼ି ଖାଇବାକୁ ଡାକି ନେଇ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଗତ ୧୨ ତାରିଖ ରାତିରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ନାବାଳିକା ଜଣକ ଘର ବାହାରେ…

ଗର୍ଲଫ୍ରେଣ୍ଡକୁ ପଟାଇବେ କିପରି ? କୋଚିଂ ପାଇଁ ଟ୍ୱିଟରରେ ଜଣେ ଯୁବତୀ ଦେଲେ ଅଫର, ପୁଅମାନଙ୍କ ଲମ୍ବା ଲାଇନ୍ !

ନୂଆଦିଲ୍ଲୀ : ପୂର୍ବରୁ ଲୋକମାନେ ଆଖପାଖରେ ବା ସାଙ୍ଗସାଥୀ କିମ୍ବା ବନ୍ଧୁବାନ୍ଧବ ମଧ୍ୟରେ ନିଜ ପାଇଁ ପାର୍ଟନର ଖୋଜୁଥିଲେ । କିନ୍ତୁ ଏବେ ସମୟ ବଦଳିଛି ଏବଂ ସମୟ ସାଙ୍ଗରେ ଲୋକଙ୍କ ଚାହିଦା ମଧ୍ୟ ବଦଳିଛି । ଲୋକମାନେ ଏବେ…

ରାଶିଫଳ(ମଙ୍ଗଳବାର,୧୪ ମାର୍ଚ୍ଚ,୨୦୨୩)

ମେଷ : ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ…

ପ୍ରତିଭାବାନ ୭ ବର୍ଷର ଭାରତୀୟ ଝିଅ ଦୁନିଆର ସର୍ବ କନିଷ୍ଠ ଯୋଗ ପ୍ରଶିକ୍ଷକ

ନୂଆଦିଲ୍ଲୀ: ପ୍ରଣବି ଗୁପ୍ତା ନାମକ ପ୍ରତିଭାବାନ ସାତ ବର୍ଷର ବାଳିକା ବିଶ୍ୱର ସର୍ବକନିଷ୍ଠ ଯୋଗ ପ୍ରଶିକ୍ଷକ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଆଲାଇନ୍ସ ସଂଗଠନ ଦ୍ୱାରା RYT୨୦୦ (ପଞ୍ଜୀକୃତ ଯୋଗ ଶିକ୍ଷକ) ଭାବରେ…

ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ଏବଂ ୧୭ରେ ଘଡଘଡି ସହ ବର୍ଷା ଓ ପବନ ସମ୍ଭାବନା ରହିଥିବା…

ମେଳା ଦେଖିବାକୁ ଯାଇଥିବା ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୫ ବାଳିକାଙ୍କୁ ଅପହରଣ ଉଦ୍ୟମ; ୬ ଜଣ ଜେଲରେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାରେ ମେଳା ଦେଖିବାକୁ ଯାଇଥିବା ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପିଙ୍କ ସହ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।…