ଚାଷୀଙ୍କୁ ମାଲାମାଲ କରୁଛି ଏହି ଫସଲ ; କିଲୋ ପିଛା ୩୦୦ରୁ ୫୦୦ ଟଙ୍କା, କ’ଣ ରହିଛି ଏହାର ମହତ୍ତ୍ୱ ଓ ବିଶେଷତ୍ୱ
ନୂଆଦିଲ୍ଲୀ : ସାଧାରଣତଃ ବଜାରରେ ଦୁଇ ପ୍ରକାର ଆଳୁ ମିଳେ । ଗୋଟେ ହେଲା ମାଟି ଆଳୁ ବା ଦେଶୀ ଆଳୁ ଏବଂ ଅନ୍ୟଟି ହେଲା ବିଲାତ ଆଳୁ ବା ବିଦେଶୀ ଆଳୁ, ଯାହା ପ୍ରତିଟି ଘରେ ଘରେ ଖିଆ ଯାଉଥିବା ସାଧାରଣ ଆଳୁ । କ’ଣ କେବେ କଳା…