ଭୁଲରେ ବି ତେଲିଆ ଚର୍ମରେ ଲଗାନ୍ତୁ ନାହିଁ ଏହି ସବୁ ଜିନିଷ: ନଚେତ୍ ଅବସ୍ଥା ଆହୁରି ବିଗିଡିଯିବ
ତେଲିଆ ତ୍ୱଚା ଯୁକ୍ତ ବ୍ୟକ୍ତିମାନଙ୍କୁ ନିଜ ଚେହେରାର ବିଶେଷ ଯତ୍ନ ନେବାକୁ ପଡିଥାଏ । ନଚେତ ଏହା ଚେହେରାର ସୌନ୍ଦର୍ୟ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆମେ ଅଜଣାତରେ ପ୍ରାୟତଃ ତେଲିଆ ଚର୍ମରେ ଏହିପରି ସୌନ୍ଦର୍ୟ୍ୟ…