ରାତିଅଧରେ ଲେଡିଜ୍ ହଷ୍ଟେଲକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ସ୍ୱର୍ଣ୍ଣ ପଦକ ବିଜେତା
ନୂଆଦିଲ୍ଲୀ: ବିବାଦ ଘେରରେ ଛନ୍ଦି ହୋଇଛନ୍ତି କମନ୍ୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ତେବେ ସେ ରାତିଅଧରେ ଲେଡିଜ୍ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ…