School Holiday; ୧୧ ଯାଏଁ ସ୍କୁଲ ବନ୍ଦ, ବର୍ଷା-ବନ୍ୟା ସ୍ଥିତି ପାଇଁ ସରକାର ନେଲେ ନିଷ୍ପତି
ପଞ୍ଜାବ: ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିରୁ ଲୋକମାନେ ଏପର୍ଯ୍ୟନ୍ତ ମୁକୁଳି ପାରିନାହାଁନ୍ତି। ଯାହା ଫଳରେ ସରକାରଙ୍କୁ ରାଜ୍ୟର ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେବାକୁ ପଡୁଛି।…