ରାକ୍ଷୀ ପୂର୍ଣ୍ଣିମାରେ ପଡ଼ୁଛି ରାହୁକାଳ, କେଉଁ ସମୟରେ ଭାଇ ହାତରେ ବାନ୍ଧିବେ ରାକ୍ଷୀ
ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଆସନ୍ତାକାଲି ଅର୍ଥାତ ୯ ଅଗଷ୍ଟରେ ପଡ଼ୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଅତୁଟ ବନ୍ଧନର ଏହି ପୂର୍ଣ୍ଣିମା।
ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୀ ଭାଇର ଶୁଭ…