ରାଶି ପରିବର୍ତ୍ତନ କରିବ ଶୁକ୍ର, ଏହି ରାଶିଙ୍କ ଖୁସି ଉପରେ ଲାଗିବ ଗ୍ରହଣ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଗୋଚର ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଶୁକ୍ରକୁ ଧନ, ପ୍ରେମ, ଐଶ୍ୱର୍ଯ୍ୟ ଏବଂ ସୁଖର କାରକ ଭାବେ ବିବେଚିତ କରାଯାଇଛି । ଶୁକ୍ର ରାଶି ପରିବର୍ତ୍ତନ କଲେ…

ନକାରାତ୍ମକ ଚିନ୍ତାଧାରା ସାଜୁଛି କି କ୍ୟାରିୟରରେ ବାଧକ, ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଅନୁଶାସନ ସହ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଆବଶ୍ୟକ । କିନ୍ତୁ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପୂର୍ବରୁ ଆମେ ଘାବରାଇ ଯାଇଥାଉ । ମନରେ ଅନେକ ସଙ୍କୋଚ…

ଓଡ଼ିଶାରୁ ଗିରଫ ହେଲେ ଛତିଶଗଡ଼ ମାଓବାଦୀ, ମୁଣ୍ଡରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରୁ ଗିରଫ ହେଲେ ଛତିଶଗଡ଼ ମହିଳା ମାଓବାଦୀ । କମ୍ବିଂ ଅପରେସନ ବେଳେ ଜଣେ ମହିଳା ମାଓବାଦୀକୁ…

ପ୍ରତିଥର କାହିଁକି ହାରିଯାଏ କଂଗ୍ରେସ ? ରାହୁଲ ଗାନ୍ଧୀ ଓ ଅନ୍ୟ ନେତାଙ୍କୁ କହିଲେ ଏହି କଥା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସ ଦମଦାର ପ୍ରଦର୍ଶନ କରିଥିଲା । ଏଥିରେ ୯୯ଟି ଆସନରେ ବିଜୟ ହାସଲ କରି ବିଜେପିର ସମସ୍ୟା ବୃଦ୍ଧି କରିଥିଲା । ସେତେବେଳେ ରାଜନୈତିକ ବିଶେଷଜ୍ଞମାନେ ଏହାକୁ କଂଗ୍ରେସ…

ଉଷୁମ ପାଣିରେ ଘିଅ ମିଶାଇ କରନ୍ତୁ ସେବନ, ମିଳିଥାଏ ଏହି ଜବରଦସ୍ତ ସ୍ୱାସ୍ଥ୍ୟ ଫାଇଦା

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଲୋକଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଏଥିମଧ୍ୟରେ ଲୋକଙ୍କୁ ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍ ବା ଜଙ୍କ୍ ଫୁଡ୍…

ଗୌତମ ଆଦାନୀଙ୍କ ବିରୋଧରେ ଜାରି ୱାରେଣ୍ଟ ଉପରେ ଭାରତ ସରକାରଙ୍କ ବିବୃତ୍ତି, ଜାଣନ୍ତୁ କ’ଣ କହିଲେ ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆମେରିକୀୟ କୋର୍ଟ ନିକଟରେ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ଗୌତମଙ୍କ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜୀ ଉପରେ ଆମେରିକୀୟ କୋର୍ଟ…

ଡ୍ରଗ୍ସ ମାମଲାରେ ବିଗ୍ ବସ୍ ଫେମ୍ ଏଜାଜ୍ ଖାନଙ୍କ ପତ୍ନୀ ଗିରଫ

ମୁମ୍ବାଇ: ବଢ଼ୁଛି ବିଗ୍ ବସ୍ ଫେମ୍ ଏଜାଜ୍ ଖାନଙ୍କ ଅଡ଼ୁଆ । ନିକଟରେ କଷ୍ଟମ ବିଭାଗ ତାଙ୍କ ଅଫିସରେ ଚଢ଼ାଉ କରିଥିଲା । ଏବେ ଡ୍ରଗ୍ସ ମାମଲାରେ କଷ୍ଟମ ବିଭାଗ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିବା ଖବର ସାମ୍ନାକୁ ଆସିଛି ।…

ଆଇସିସି ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯବାର ସମ୍ଭବନା ନାହିଁ: MEA ମୁଖପାତ୍ର ରନ୍ଧୀର ଜୟସୱାଲ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ନାହିଁ ବୋଲି ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(MEA) ସ୍ପଷ୍ଟ କରିଛନ୍ତି । ଆଇସିସିର…

ନକଲି ନୋଟ୍ ଛାପା ଗୋଦାମ ଉପରେ ଚଢ଼ାଉ, ୪ ଗିରଫ

ନୂଆଦିଲ୍ଲୀ: ଦିନକୁ ଦିନ ବଜାରରେ ନକଲି ଜିନିଷ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ପନିପରିବା ଠାରୁ ଆରମ୍ଭ କରି ଜାଲ ନୋଟ୍ କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଗୁଜରାଟ, ଅହମଦାବାଦ ପୋଲିସକୁ…

ଆସିଲା ହାତୀ ଗଣନା ରିପୋର୍ଟ; ବର୍ଷକରେ ବଢ଼ିଛନ୍ତି ମାତ୍ର ୫ ହାତୀ

ଭୁବନେଶ୍ୱର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ରାଜ୍ୟର ୩୮ଟି ଡିଭିଜନରେ ବର୍ତ୍ତମାନ ୨୧୦୩ ହାତୀ ଅଛନ୍ତି । ରାଜ୍ୟରେ ବର୍ଷକରେ ମାତ୍ର ୫ଟି ହାତୀ ବଢ଼ିଥିବା ରିପୋର୍ଟରୁ ପ୍ରକାଶ । ସରିଲା ଶୀତକାଳୀନ ହାତୀ ଗଣନା…