ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବେ ପିଲା

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି କମ୍ପାନୀ ସହ କରିବ ଆଉ ଏକ ଡିଲ୍, ୧୩% ଶେୟାର କ୍ରୟ ପାଇଁ ଯୋଜନା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଣ୍ଟରଟେନମେଣ୍ଟ ସେକ୍ଟର ଡିଜନୀ(Disney) ପରେ ଏବେ ସେ ଆଉ ଏକ କମ୍ପାନୀ ସହ ଡିଲ୍ କରିବାକୁ ଯାଉଛନ୍ତି…

JNUରେ ସ୍କ୍ରିନିଂ ହେଲା ‘ବସ୍ତର-ଦି ନକ୍ସଲ ଷ୍ଟୋରୀ’, ସ୍କ୍ରିନିଂ ସମୟରେ କଟିଲା ବିଦ୍ୟୁତ

ନୂଆଦିଲ୍ଲୀ: ‘ଦି କେରଲ ଷ୍ଟୋରୀ’ର ସଫଳତା ପରେ ବିଶିଷ୍ଟ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଆଉ ଏକ ନୂତନ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ । ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ ରିଲିଜ ପାଇଁ ଆଉ…

ରାଜ୍ୟରେ ଏକା ଲଢ଼ିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ରାଜ୍ୟରେ ବିଜେଡ଼ି- ବିଜେପି ମେଣ୍ଟ ହେବ ନାହିଁ । ରାଜ୍ୟବାସୀ ନିର୍ବାଚନ ନେଇ ନିଷ୍ପତ୍ତି ନେବେ । ଏପରି ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ…

IPL ଖେଳିବେ ନାହିଁ ହ୍ୟାରି ବ୍ରୁକ୍‌, ଇନଷ୍ଟାଗ୍ରାମରେ ଇମୋସନାଲ ପୋଷ୍ଟ କଲେ ଶେୟାର

ନୂଆଦିଲ୍ଲୀ: IPL ୨୦୧୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ଼ ଝଟକା । ବିସ୍ଫୋରକ ବ୍ୟାଟର ହ୍ୟାରି ବ୍ରୁକ୍ ଚଳିତ IPL ସିଜିନରୁ ଓହରିଯାଇଛନ୍ତି । ୨୦୨୩ ଡିସେମ୍ବରରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେୟର ଅକ୍ସନରେ…

Android ୟୁଜରଙ୍କ ପାଇଁ ୱାର୍ଣ୍ଣିଂ ଜାରି କଲେ ସରକାର, କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ ପରାମର୍ଶ

ନୂଆଦିଲ୍ଲୀ: ସରକାରୀ ଏଜେନ୍ସୀ CERT-In ଆଣ୍ଡ୍ରଏଡ୍‌(Android) ବ୍ୟବହାରକାରୀଙ୍କ ପାଇଁ ଏକ ୱାର୍ଣ୍ଣିଂ ଜାରି କରିଛି । ଲେଟେଷ୍ଟ ଆଣ୍ଡ୍ରଏଡ୍ ସଂସ୍କରଣ(version)ରେ ଅନେକ ତୃଟି ରହିଥିଲା ଯାହାର ଫାଇଦା ଉଠାଉଛନ୍ତି…

କ୍ଷତକୁ ଶୀଘ୍ର repair କରିଥାଏ ଏହି superfood, ଆଜି ହିଁ ଡାଏଟରେ କରନ୍ତୁ ସାମିଲ

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଏବଂ ପୁଷ୍ଟିକର ଆହାର ଜରୁରୀ । ଏହା ସହ ବ୍ୟାୟାମ, ଯୋଗାସନ ଏବଂ ସୁନିଦ୍ରା ଗରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ନିୟମିତ…

ଦିନରେ ଅଧିକ ଥର ମୁହଁ ଧୋଇବା ଠାରୁ ଦୂରେଇ ରୁହନ୍ତୁ, ଫିକା ପଡ଼ିଯିବ ତ୍ୱଚାର ଚମକ

ଓଡ଼ିଶା ଭାସ୍କର: ସକାଳୁ ଉଠିବା ପରେ ପ୍ରଥମେ ମୁହଁ ଧୋଇବା ଏକ ସୁଅଭ୍ୟାସ । ଏହା ଦ୍ୱାରା ଆମେ ସତେଜ ଅନୁଭବ କରିଥାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ତ୍ୱଚା ସହ ଜଡ଼ିତ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।…

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ: କଟକ ମେୟର ସୁବାସ ସିଂଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି । କଟକ ଖାନନଗର ଛକରେ ଏହି ଦୁର୍ଘଟଣା ଘଟିଛି । ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ…

ଆଜି ରାମଲୀଲା ମଇଦାନରେ କୃଷକ ମହାପଞ୍ଚାୟତ, ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ରାମଲୀଲା ମଇଦାନରେ କୃଷକ ସଂଗଠନ ଏକାଠି ହେବେ । ଦିଲ୍ଲୀ ପୋଲିସ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ରାମଲୀଲା ମଇଦାନରେ କିସାନ ମଜଦୁର ମହାପଞ୍ଚାୟତ ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛି…