ଏବେ ମନ୍ଦିରରୁ ୧୦% ଶୁଳ୍କ ଆଦାୟ କରିବ କଂଗ୍ରେସ ସରକାର, ବିଲ୍ ପାସକୁ ନେଇ ବର୍ଷିଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବିଧାନସଭାରେ Karnataka Hindu Religious Institutions and Charitable Endowments Bill 2024 ପାରିତ କରିଛନ୍ତି । ୧ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ଥିବା ମନ୍ଦିର ଗୁଡ଼ିକରୁ ୧୦%…

ଭେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖଣି, ୨୦ରୁ ଉର୍ଦ୍ଧ୍ୱ ମୃତ, ୧୧ ଆହତ

ଭେନେଜୁଏଲା: ଦକ୍ଷିଣ ଆମେରିକାର ମହାଦ୍ୱୀପ ସ୍ଥିତ ଭେନେଜୁଏଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟ ଭେନେଜୁଏଲାରେ ବେଆଇନ୍ ସୁନା ଖଣି ହଠାତ ଭୁଶୁଡ଼ି ପଡ଼ିଛି । ଫଳରେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା…

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତ କରିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ କର୍ମୀ ସମ୍ମିଳନୀରେ ଯୋଗ…

ବିଧାନସଭା ଓ ଲୋକସଭା ଆସନରେ ୫୦% ମହିଳାଙ୍କୁ ଟିକଟ ଦେବ କଂଗ୍ରେସ: ଅଳକା ଲାମ୍ବା

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଓଡ଼ିଶା ପ୍ରଦେଶ…

ପ୍ରତି ହସ୍ପିଟାଲରେ ଅଂଶୁଘାତ ପାଇଁ ରହିବ ସ୍ୱତନ୍ତ୍ର ବେଡ୍, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଓଡ଼ିଶା ଭାସ୍କର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ…

ବିଦ୍ୟା ବାଲାନଙ୍କ ନାଁରେ ମିଥ୍ୟା ଇନଷ୍ଟାଗ୍ରାମ ଆକାଉଣ୍ଟ କରି ଲୋକଙ୍କୁ ଠକୁଥିଲେ, ଅଜଣା ବ୍ୟକ୍ତିଙ୍କ ନାଁରେ FIR ରୁଜୁ

ମୁମ୍ବାଇ: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କେବଳ ସାଧାରଣ ଜନତା ନୁହଁନ୍ତି ବରଂ ସିନେ କଳାକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ଠକ । ବଲିଉଡ଼…

ଶଶି ଥରୁରୁଙ୍କୁ ଫ୍ରାନ୍ସର ସବୋର୍ଚ୍ଚ ନାଗରିକ ସମ୍ମାନ, ଜାଣନ୍ତୁ କ’ଣ ପାଇଁ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଥରୁରଙ୍କୁ Knight of the Legion of Honourରେ ସମ୍ମାନିତ କରାଯାଇଛି ।…

Scholarship after 12th: ନିଜ ମନ ପସନ୍ଦ କୋର୍ସରେ କରନ୍ତୁ ଆଡମିସନ୍, ଏହି ଛାତ୍ରବୃତ୍ତିର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ବର୍ତ୍ତମାନ ପରୀକ୍ଷା ଋତୁ । ବୋର୍ଡ଼ ପରୀକ୍ଷାକୁ ନେଇ ଚିନ୍ତିତ ଛାତ୍ରଛାତ୍ରୀ । ସମସ୍ତଙ୍କ ଇଚ୍ଛା ଥାଏ ଭଲ କଲେଜ ବା ବିଶ୍ୱବିଦ୍ୟାଳୟରେ ମନପସନ୍ଦ ବିଷୟ ଅଧ୍ୟୟନ କରିବେ । କିନ୍ତୁ ଅନେକ ସମୟରେ ଏହା ସମ୍ଭବ…

କଂଗ୍ରେସ ନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଏଥିରେ ଲାଗିବ ବ୍ରେକ୍ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ଗସ୍ତକୁ ଯିବେ । ଲଣ୍ଡନ ସ୍ଥିତ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ…

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏସ୍. ନରିମନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏବଂ ବିଶିଷ୍ଟ ଆଇନଜୀବୀ ଫାଲି ଏସ୍ ନରିମନଙ୍କ ବୁଧବାର ଦେହାନ୍ତ ହୋଇଛି । ସେ ୯୫ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି…