ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ୨ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଟାଉନ୍ ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକକୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି । ବାଇକକୁ ଟ୍ରକ୍ ଧକ୍କା ଦେବା…

ଉଦ୍ଧାର ହେଲେ ୩୬ ଗୋରୁ, ଟ୍ରକ୍ ଜବତ କଲା ପୋଲିସ

ସୋର: ଦିନକୁ ଦିନ ଗୋରୁ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିମଧ୍ୟରେ ପୋଲିସକୁ ମିଳିଛି ବଡ଼ ସଫଳତା । ସୋର କଲେଜ ଛକ ନିକଟରୁ ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଥିବା ଖବର ସାମ୍ନାକୁ ଆସିଛି ।…

ଅଟୋ- ଟ୍ରକ୍ ମୁହାଁମୁହିଁ ଧକ୍କା, ପରିବାରର ୪ ମୃତ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଦୁମୁକା ଜିଲ୍ଲା ମୁଫାସିଲ ଥାନା ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଅଟୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପରିବାରର ୪ ଜଣଙ୍କ ମୃତ୍ୟୁ…

ଶୀତଦିନେ ରାତିରେ ବେଶି କାଶୁଛନ୍ତି କି ଛୋଟ ପିଲା ? ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, କାଶ, ଜ୍ୱର ଭଳି ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଶୀତଦିନେ କାଶ ସମସା ଅଧିକ ଦେଖାଦେଇଥାଏ । ବେଳେ ବେଳେ ଅନେକ ପ୍ରକାର ଔଷଧ ସେବନ କରିବା ପରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ ପରଭେଶ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲାଣି ବିଗୁଲ । ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ଆପ୍ ମୁଖ୍ୟ ଅରବିନ୍ଦ…

ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ

ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଶିଷ୍ଟ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲି । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା ।…

ଖାନନଗର ହନୁମାନ ମନ୍ଦିରରୁ ଚୋରି, ଠାକୁରଙ୍କ ମୁକୁଟ ନେଇଗଲେ ଦୁର୍ବୃତ୍ତ

କଟକ: ନୂଆବର୍ଷର କିଛିଦିନ ପରେ ମନ୍ଦିରରୁ ଚୋରି । ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ କିଛି ଦୁର୍ବୃତ୍ତ ଚୋରି କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ବିଳମ୍ବିତ ରାତିରେ କିଛି…

ଆସନ୍ତା ୮ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସଜେଇ ହୋଇଛି ରାଜଧାନୀ । ଲୋକଙ୍କ ମନରେ ବି ଉତ୍ସାହ ଦେଖିବାକୁ ମିଳିଛି । ଏଥିମଧ୍ୟରେ ଜାନୁଆରୀ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ…

ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମଙ୍କ ବିୟାଗ, ପୋଖରାନ୍ ପରୀକ୍ଷଣରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ: ଆରପାରିରେ ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । କିଛି ଦିନରୁ ସେ ବୟସାଧିକ ସମସ୍ୟା ଯୋଗୁଁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ…

ସେନା ଦିବସରେ ଜଲୱା ଦେଖାଇବ ‘ରୋବୋଟିକ୍ ଡଗ୍‌’, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୫ରେ ପୁଣେରେ ସେନା ଦିବସ ପାଳନ କରାଯିବ | ପୁଣେରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ | ଏଥର ଆୟୋଜିତ ହେବାକୁ ଥିବା ଆର୍ମି ଡେ ପ୍ୟାରେଡରେ ବିଶେଷ ଆକର୍ଷଣ ସାଜିବେ…