ଟ୍ରମ୍ପଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ‘Hush Money’ ମାମଲାରେ ଯିବେ ଜେଲ !
ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟକା । ଶପଥ ଗ୍ରହଣ ପୂର୍ବରୁ ‘Hush Money’ ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇପାରେ ।
ତେବେ ଟ୍ରମ୍ପଙ୍କୁ ଜେଲ ନ ହୋଇପାରେ…