ଆପଣଙ୍କ ଏକଲାପଣକୁ ଦୂର କରିବ ‘Friend’, ଜାଣନ୍ତୁ କ’ଣ ଖାସ ରହିଛି ଏହି AI ଗାଜେଟରେ ?

ନୂଆଦିଲ୍ଲୀ: ଆପଣ ଏକାକୀ ଅନୁଭବ କରୁଛନ୍ତି କି ? ଆପଣଙ୍କ ପାଖରେ କଥାବାର୍ତ୍ତା କରିବା ପାଇଁ କେହି ନାହାଁନ୍ତି ? ଏବେ ଏହି ଚିନ୍ତା ଦୂରେଇ ଗଲା ବୋଲି ଜାଣନ୍ତୁ । ଆମେ ଏପରି ଏକ ଖାସ୍ ଡିଭାଇସ୍ ବିଷୟରେ କହିବୁ ଯାହା…

ମନ୍ଦିର କାନ୍ଥ ଭୁଶୁଡ଼ି ୯ ମୃତ, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର

ଭୋପାଲ: ମଧ୍ୟପ୍ରଦେଶ ସାଗର ଜିଲ୍ଲା ଶାହାପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହରଦୌଲ ମନ୍ଦିର କାନ୍ଥ ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ବୟସ ୧୦ରୁ ୧୯ ବର୍ଷ ମଧ୍ୟରେ ରହିଥିବା ଅନୁମାନ…

ବିଶାଖାପାଟନାମ ଷ୍ଟେସନରେ କୋରବା ଏକ୍ସପ୍ରେସରେ ଲାଗିଲା ନିଆଁ, ଜଳିଗଲା ୩ଟି ବଗି, ସମସ୍ତ ଯାତ୍ରୀ ସୁରକ୍ଷିତ

ଓଡ଼ିଶା ଭାସ୍କର: ବିଶାଖାପାଟନାମ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଧୁ ଧୁ ହୋଇ ଜଳିଥିଲା କୋରବା ଏକ୍ସପ୍ରେସର ୩ଟି ବଗି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଷ୍ଟେସନ…

FD ଉପରେ ବୃଦ୍ଧି ହେଲା ସୁଧହାର; ଜାଣନ୍ତୁ କେଉଁ ବ୍ୟାଙ୍କରେ ମିଳୁଛି ଅଧିକ ରିଟର୍ଣ୍ଣ

ନୂଆଦିଲ୍ଲୀ: ନିକଟରେ ଦେଶର ଅନେକ ବ୍ୟାଙ୍କ ଏହାର ଫିକ୍ସ୍‌ଡ ଡିପୋଜିଟ୍‌(FD) ଉପରେ ସୁଧହାର ବୃଦ୍ଧି କରିଛନ୍ତି । ଏହା ପରେ ୠଊ କରିବା ଆହୁରି ସହଜ ଏବଂ ଆକର୍ଷକ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ୨୦୨୩ ପରେ ଆରବିଆଇ ତରଫରୁ…

ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା, ବନ ବିଭାଗର ୪ ଜଣ କର୍ମଚାରୀ ଥିବା ସୂଚନା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା । ଯାନ୍ତ୍ରିକ ତୃଟି ଯୋଗୁଁ ପ୍ରାୟ ୨ ଘଣ୍ଟା ହେବ ଫସି ରହିଛି ଡଙ୍ଗା । ପାଟ୍ରୋଲିଂ ଡଙ୍ଗାରେ ବନ ବିଭାଗର ୪ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ଜହ୍ନିକୁଦା ଘାଟରୁ…

Friendship Tips: ବନ୍ଧୁତ୍ୱରେ ଫାଟ ସୃଷ୍ଟି କରିପାରେ ଆପଣଙ୍କ ଏହି ଭୁଲ, ସମୟ ଥାଉ ଥାଉ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର: ବନ୍ଧୁତାର ସମ୍ପର୍କ ବହୁତ ନିଆରା ଏବଂ ଖାସ୍ ଅଟେ । ଜଣେ ବନ୍ଧୁ ସାମ୍ନାରେ ଆମେ ନିଶ୍ଚିନ୍ତରେ ମନ କଥା ପ୍ରକାଶ କରିଥାଉ । ବିପଦ- ଆପଦ ସମୟରେ ବନ୍ଧୁ ସାହା ହୋଇଥାନ୍ତି । ସେମାନଙ୍କ ସାନିଧ୍ୟରେ ଆମେ…

(Video):‘ମୁଁ ତୁମକୁ ବାଡ଼ିରେ ପିଟିବିି…’ ମହିଳା ବନ ଅଧିକାରୀଙ୍କୁ ଧମକ ଦେଲେ TMC ନେତା

କୋଲକାତା: ପୁଣି ବିବାଦ ଘେରରେ ପଶ୍ଚିମବଙ୍ଗର ଜେଲ୍ ମନ୍ତ୍ରୀ ଅଖିଲ ଗିରି । ଜଣେ ମହିଳା ବନ ଅଧିକାରୀଙ୍କୁ ଦିବାଲୋକରେ ଧମକ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଟିଏମସି ସମେତ ଅନ୍ୟ…

ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କାର- ବସ୍ ଧକ୍କା, ୬ ମୃତ, ୪୦ରୁ ଉର୍ଦ୍ଧ୍ୱ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଇଟାୱା ଅଞ୍ଚଳରେ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି…

ଏବେ ହେବ କି ମହାଯୁଦ୍ଧ ! ଇସରାଏଲ ଉପରେ ରାତାରାତି ରକେଟ୍ ମାଡ଼ କଲା ଲେବନାନ୍

ଓଡ଼ିଶା ଭାସ୍କର: ଗାଜା ପରେ ଏବେ ଲେବନାନରେ ଇସରାଏଲ ସେନା ଏବଂ ହିଜବୁଲ୍ଲାହ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷରୁ ଗନ୍ ଫାୟାର, ତୋପ, ମିସାଇଲ ସହ ଏୟାର ଷ୍ଟ୍ରାଇକ୍ ସାମିଲ ରହିଛି । ଏଥିମଧ୍ୟରେ ଶନିବାର…

ବାଂଲାଦେଶରେ ତେଜିଲା ସଂରକ୍ଷଣ ପ୍ରସଙ୍ଗ: ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ, ବ୍ୟାନ୍ ହେଲା ସୋସିଆଲ ମିଡିଆ ଆପ୍

ଢ଼ାକା: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୁଣି ଥରେ ଶେଖ୍ ହସୀନା ସରକାରଙ୍କ ବିରୋଧରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜୁଲାଇ ମାସରେ ହିଂସାରେ ପ୍ରାଣ ହରାଇଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ…