20 ରେ ବନ୍ଦ ରହିବ ଭୁବନେଶ୍ବର-କଟକର ସବୁ ସ୍କୁଲ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଛୁଟି ଘୋଷଣା

ଭୁବନେଶ୍ବର: 20 ରେ ଭୁବନେଶ୍ବର କଟକ ମହାନଗରରେ ସ୍କୁଲ ଛୁଟି । ଗଣ ଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ…

ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ୍; ଅସ୍ତରଙ୍କ,କାକଟପୁର ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗ

ଅସ୍ତରଙ୍ଗ: ବଜାରରେ ଖାଦ୍ୟ ନିରାପତ୍ତା ବିଭାଗର ରେଡ୍ । କାକଟପୁର ଓ ଅସ୍ତରଙ୍କ ବଜାରରେ ରେଡ୍ । ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗର 6 ଜଣିଆ ଟିମ୍ । ଖାଦ୍ୟ ମାନ ଜାଞ୍ଚ୍, ବହୁ ଖାଦ୍ୟ ଓ ପାଣି ନଷ୍ଟ କଲା…

ଦିଗପହଣ୍ଡି ଡବଲ ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବ୍ରହ୍ମପୁର ADJ କୋର୍ଟ । ଦିଗପହଣ୍ଡି ଥାନା ପାଳଝାଡ଼ି ସୌରାପାହାଡ଼ରେ ଏହି ଡବଲ ମର୍ଡର ହୋଇଥିଲା ।…

SBI କ୍ରେଡିଟ୍ କାର୍ଡ ଧାରୀଙ୍କୁ ଝଟକା, ଜୁଲାଇ 15ରୁ ଆଉ ମିଳିବନି ବିମାନ ବୀମା ଟଙ୍କା

ନୂଆଦିଲ୍ଲୀ:  SBI ର ବଡ଼ ନିଷ୍ପତ୍ତି । ଅନେକ ପ୍ରିମିୟମ କାର୍ଡରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା । ଯାହା ସିଧାସଳଖ ଲକ୍ଷ ଲକ୍ଷ କାର୍ଡଧାରୀଙ୍କ ଉପରେ ପ୍ରଭାବ ପକାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…

ହାଇଦ୍ରାବାଦ ବେଗମପେଟ୍ ବିମାନବନ୍ଦରକୁ ବୋମା ଧମକ, ସର୍ଚ୍ଚ ଅପରେସନ ଜାରି

ହାଇଦ୍ରାବାଦ: ପୁଣି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକ । ହାଇଦ୍ରାବାଦ ବେଗମପେଟ ଏୟାରପୋର୍ଟରେ ବୋମା ଥିବା ନେଇ ଇମେଲରେ ଧମକ ପରେ ସବୁଆଡ଼େ ହାଇଆଲର୍ଟ ଜାରି ହୋଇଛି । ବୋମା ଧମକ ମିଳିବା ପରେ ଚାରିଆଡ଼େ…

ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବାଜିମାତ୍ ମାରିଲା ବିଜେପି

ଧର୍ମଗଡ଼:  ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପିର ବାଜିମାତ୍ । କଲମପୁର ବ୍ଲକ ଉପନିର୍ବାଚନରେ ଅଧ୍ୟକ୍ଷା ଜ୍ୟୋତି ନାୟକ ନିର୍ବାଚିତ । ପୂର୍ବତନ ଅଧ୍ୟକ୍ଷା ଅନାସ୍ଥାରେ ହାରିବା ପରେ ଜ୍ୟୋତି ନିର୍ଦ୍ବନ୍ଦରେ ନିର୍ବାଚିତ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ୍: ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଗୋପାଳପୁରରେ ଘଟିଥିବା ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜି)…

ଚାରିଆଡେ ବ୍ୟାପିଲାଣି ହଇଜା, 2 ସପ୍ତାହ ବନ୍ଦ ରହିବ ସବୁ ହୋଟେଲ, ଫାଷ୍ଟଫୁଡ ଦୋକାନ

ଯାଜପୁର: ବ୍ୟାସନଗର ପୌରପାଳିକାରେ କଟକଣା । ହଇଜା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ନିଆଗଲା ପଦକ୍ଷେପ । 2 ସପ୍ତହ ପାଇଁ ସବୁ ହୋଟେଲ, ଫାଷ୍ଟଫୁଡ ବନ୍ଦ ପାଇଁ ଦିଆଗଲା ନିର୍ଦ୍ଦେଶ । ଜଳଖିଆ, ମିଠା ଦୋକାନ, ଚାଟ୍, ଗୁପଚୁପ…

ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ଏହି ସବୁ ଦେଶ ହେବ ଛାରଖାର…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି 'ନୂତନ ବାବା ବେଙ୍ଗା'ଙ୍କ ଭବିଷ୍ୟବାଣୀ । ସେ ଏବେ ଏକ ଭୟଙ୍କ ଭବିଷ୍ୟବାଣୀ କରିଛନ୍ତି । ଜୁଲାଇ 5ରେ ଭୂକମ୍ପ ହେବା ସହ ସୁନାମି ଆସିବ ବୋଲି…

କଡ଼ା ସୁରକ୍ଷା ମଧ୍ୟରେ ହେବ ଅମରନାଥ ଯାତ୍ରା, No-Fly Zone ଘୋଷଣା କଲା ଜମ୍ମୁ-କଶ୍ମୀର

ଶ୍ରୀନଗର: କଡ଼ା ସୁରକ୍ଷା ମଧ୍ୟରେ ହେବ ଅମରନାଥ ଯାତ୍ରା । ଜୁଲାଇ 1 ରୁ ଅଗଷ୍ଟ 10 ପର୍ଯ୍ୟନ୍ତ ସମଗ୍ର ତୀର୍ଥଯାତ୍ରା ରୁଟକୁ ନୋ-ଫ୍ଲାଇ ଜୋନ୍ ଘୋଷଣା କଲେ ଜାମ୍ମୁ କାଶ୍ମୀର ସରକାର । କେନ୍ଦ୍ର ଶାସିତ ଅଞ୍ଚଳର ଗୃହ…