କେନ୍ଦ୍ରିୟ ଡେପୁଟେସନରେ ଯିବେ 2 ଓଡ଼ିଆ କ୍ୟାଡର IPS

ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଯିବେ 2 ଓଡିଶା କ୍ୟାଡର IPS । ରେଖା ଲୋହାନି ଓ ସଞ୍ଜୟ କୁମାର ଡେପୁଟେସନରେ ଯିବେ । କେନ୍ଦ୍ରୀୟ ଡେପୁଟେସନରେ ADG ସ୍ତରୀୟ ଦାୟିତ୍ୱରେ ରହିବେ ରେଖା ଲୋହାନି ଓ ସଞ୍ଜୟ କୁମାର । 38…

କଡ଼ ଲେଉଟାଉଛି ମୌସୁମୀ, ଏହି 4 ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: କଡ଼ ଲେଉଟାଉଛି ମୌସୁମୀ । ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ । ଆଜି 4 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ…

କଟକ ଓ କେନ୍ଦ୍ରାପଡ଼ାକୁ ବ୍ୟାପିଲାଣି ଡାଇରିଆ: କେନ୍ଦ୍ରାପଡ଼ାରେ ଜଣଙ୍କ ମୃତ୍ୟୁ ସୂଚନା

କେନ୍ଦ୍ରାପଡ଼ା: ବ୍ୟାପୁଛି ଡାଇରିଆ । ଯାଜପୁର ପରେ ଏବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି ।  ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ମୃତକ କେନ୍ଦ୍ରାପଡ଼ା…

ଏୟାର ଇଣ୍ଡିଆ ଦୁର୍ଘଟଣା ପଛରେ ତୁର୍କୀର ହାତ ! କାହିଁକି ଏପରି ଦାବି କଲେ ବାବା ରାମଦେବ?

ନୂଆଦିଲ୍ଲୀ: କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆର ଅତ୍ୟାଧୁନିକ ବିମାନ 171 ? ଟେକ୍‌ ଅଫ୍‌ର ମାତ୍ର 32 ସେକେଣ୍ଡରେ ଇଞ୍ଜିନରେ କେମିତି ହେଲା ଗଡ଼ବଡ଼ ? ଅହମ୍ମଦାବାଦରେ ଭୟାବହ ବିମାନ ଦୁର୍ଘଟଣାର ଏବେ ଚାଲିଛି କାରଣ…

ପହିଲି ରଜ ପରଠାରୁ ଏହି 5 ରାଶିରେ ଲାଗିବ ଲଟେରୀ, ଆକସ୍ମିକ ହେବ ଧନ ବର୍ଷା !

ଓଡ଼ିଶା ଭାସ୍କର: ରଜ ସଂକ୍ରାନ୍ତି 15 ଜୁନ୍ 2025 ସକାଳ 6 ଟା 52 ମିନିଟରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ଚଳନ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା, ଆତ୍ମବିଶ୍ୱାସ,…

ନାଇଜେରିଆରେ ଗଣହତ୍ୟା: ଗୁଳିମାଡ଼ କଲେ, ବନ୍ଦ କୋଠରୀରେ ଜୀଅନ୍ତା ଜାଳିଦେଲେ, 100ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ନାଇଜେରିଆର ବେନୁଆ ଅଞ୍ଚଳରେ ହିଂସା । କୋଠରୀରେ ବନ୍ଦ କରି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ଏଭଳି ନିର୍ମମ ଭାବରେ 100 ରୁ ଉର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯାଇଛି । ନାଇଜେରିଆର କେନ୍ଦ୍ରୀୟ ବେନୁଏ…

ବାଙ୍କୀରେ ବ୍ୟାପୁଛି ଝାଡ଼ାବାନ୍ତି, 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କଟକ: ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ…

ଇରାନ-ଇସ୍ରାଏଲ ଉତ୍ତେଜନାକୁ ନେଇ ଆଲର୍ଟରେ ଆମେରିକା, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ

ୱାଶିଂଟନ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି, ଆମେରିକା ତାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଏହି ପରାମର୍ଶରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ଥିବା ସମସ୍ତ…

5 ଦିନରେ 3ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, କାନାଡାରେ G7 ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 5 ଦିନିଆ ବିଦେଶ ଗସ୍ତ । ଅପରେସନ ସିନ୍ଦୂର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ । କାନାଡ଼ା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି । କାନାଡ଼ାରେ ଆୟୋଜିତ G7 ବୈଠକରେ…

‘‘11A’’ Mystery: 27 ବର୍ଷ ତଳର ବିମାନ ଦୁର୍ଘଟଣାରେ ବି ବଞ୍ଚି ଯାଇଥିଲେ ‘‘11A’’ ସିଟ୍‌ର ଯାତ୍ରୀ

ଅହମଦାବାଦ୍‌: ଅହମଦାବାଦ୍‌ ବିମାନ ଦୁର୍ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁର୍ଘଟଣାରେ ଯଦି କିଛି ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି‌; ତାହା ହେଉଛି ବିମାନରେ ଥିବା ‘‘11A’’ ସିଟ୍‌। ସମସ୍ତେ…