ନାତି ଦୋକାନରେ ଶୋଇଥିଲା, ଜେଜେମା’ ଚା’ ପ୍ରସ୍ତୁତ କରୁଥିଲେ, ହଠାତ୍ ଖସିଲା ଜଳନ୍ତା ବିମାନ

ଅହମ୍ମଦାବାଦ:  ମେଘାନୀନଗର ବିମାନ ଦୁର୍ଘଟଣା ଛାଡିଯାଇଛି ଅନେକ ଛାପ । ଅନେକ ମୃତଦେହ ଏବେ ଖୋଜୁଛି ପରିଚୟ । ଡିଏନ୍‌ଏ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେଉଛି । ବିମାନ କ୍ରାସ ଛିଡାକରିଯାଇଛି ଅନେକ କରୁଣ କାହାଣୀ ।…

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ । ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା…

ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ମକଡ୍ରିଲ, DGCA ର ନିର୍ଦ୍ଦେଶ

ଭୁବନେଶ୍ବର: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର…

ସରକାରୀ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା ଛାଟ: ଏବେ ଅଫିସ ଜଗିବ AI କ୍ୟାମେରା

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବି…

ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ

ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ । ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ…

ସ୍ତ୍ରୀ, ନବଜାତ ପୁଅକୁ ଦେଖିବାକୁ ଗଲା ବେଲେ ପିଟିଲା ଟ୍ରକ୍, 2 ମୃତ

ନୂଆପଡ଼ା: ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 2 ଜୀବନ । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ…

ଭୁଲରେ ବି କଞ୍ଚା ଖାଆନ୍ତୁ ନାହିଁ ଏହି 11ଟି ଖାଦ୍ୟ, ଶରୀରକୁ ପହଞ୍ଚିବ ବଡ଼ କ୍ଷତି

ଓଡ଼ିଶା ଭାସ୍କର: ବଞ୍ଚିରହିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ଚିକିତ୍ସାବିତଙ୍କ ମତରେ ସବୁଜ ପନି ପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କଞ୍ଚା ଖାଇବା ଦ୍ଵାରା…

ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା

ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…