ଲିଜ୍ ଜମିର କମିଲା କନଭରସେସନ ଫି, ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ଦେବେ ମାତ୍ର 3%

ଭୁବନେଶ୍ବର: ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର 3% ଦେବାକୁ ପଡ଼ିବ । ପୂର୍ବରୁ 10 ପ୍ରତିଶତ କନଭରସେସନ୍ ଫି ଦେବାକୁ ପଡ଼ୁଥଲା । ଏନେଇ ସାଧାରଣ ପ୍ରଶାସନ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 8 ମହିଳାଙ୍କ ସମେତ ଅଛନ୍ତି 30 ଯାତୀ

ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା । ସାତପଡ଼ାରୁ ଜହ୍ନିକୁଦାକୁ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା…

ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ

ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ । 11 ଟି ଜିଲ୍ଲାରେ 17 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି।…

ଭୁବନେଶ୍ବରରେ ମାଳମାଳ ବନ୍ଧୁକ, 6 ଟି ବନ୍ଧୁକ ସହ 5 ଜଣଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ବର: ବନ୍ଧା ହେଲେ ବନ୍ଧୁକ ବେପାରୀ । 6 ଟି ବନ୍ଧୁକ ଜବତ ସହ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 3 ଜଣ ୟୁପିର, ଜଣେ ମଧ୍ୟପ୍ରଦେଶ ଓ ଜଣେ ସାଲେପୁରର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ…

ଯାଜପୁରରେ ଡ଼ାଇରିଆ ଆତଙ୍କ, 16 ତାରଖ ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ

ଯାଜପୁର: ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ ।  ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ…

ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହି ସବୁ ରୋଗ…

ଓଡ଼ିଶା ଭାସ୍କର: ଜାମୁକୋଳି ପ୍ରାୟତଃ ସମସ୍ତଙ୍କର ପସନ୍ଦ । ଖରାଦିନେ ଏହି ଫଳ ହୋଇଥାଏ । ଏହା ଖାଇବାକୁ ଯେମିତି ଭଲ ଲାଗେ, ଏଥିରେ ଭିଟାମିନ ମଧ୍ୟ ଭରପୁର ମାତ୍ରାରେ ଭରି ରହିଥାଏ । ଅଧିକାଂସ ଲୋକ ଜାମୁକୋଳି ଖାଇ ସାରି…

ଡ୍ରିମଲାଇନର ମିଳିଲା ଭିଡିଓ ରେକର୍ଡର, CVRରୁ MAYDAY କଲର ମିଳି ପାରିବ ବିଶେଷ ତଥ୍ୟ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ଫରେନ୍ସିକ ଟିମ ଓ ଏଟିଏସର ଯାଞ୍ଚ । ଦୁର୍ଘଟଣାସ୍ଥଳରୁ କରାଗଲା ନମୁନା ସଂଗ୍ରହ । ATSକୁ ମିଳିଲା ବିମାନର ଡିଜିଟାଲ୍ ଭିଡିଓ ରେକର୍ଡର୍ (DVR) । ଏହା ସହ ଏୟାର ଇଣ୍ଡିଆ…

ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ

ସୋର: କୁଚିଆକୋଇଲି ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ । ତେବେ ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: କ’ଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…?

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ହୋଇଥିବା ବଡ଼ ଧରଣର ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । 242 ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ବେଳେ କ୍ରାସ୍‌ ହୋଇଗଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ…

ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ଇରାନର 3 ସେନାମୁଖ୍ୟଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ । 200 ରୁ ଅଧିକ ଲଢୁଆ ବିମାନ ଦ୍ବାରା ଆକ୍ରମଣ । ଇରାନର 3 ସେନାମୁଖ୍ୟଙ୍କ ମୃତ୍ୟୁ ଦାବି କଲା ଇସ୍ରାଏଲ୍ ।…