ନୂଆ ନିୟମରେ ରାସନ କାର୍ଡ କଟିିବା ଆଗରୁ ଜାଣନ୍ତୁ କରିବେ କଣ, କେମିତି ବୈଧ ରହିବ ଆପଣଙ୍କ କାର୍ଡ?
ନୂଆଦିଲ୍ଲୀ: ସରକାର ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ ତାଲିକାରୁ କାଟିବାକୁ ଯାଉଛନ୍ତି । ଏଥିପାଇଁ କଡା ଗାଇଡଲାଇନ ଜାରି ହୋଇଛି । ତେଣୁ କାଳେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଯିବ, ସେଥିପାଇଁ ସମୟ ଥାଇ ଏହି ସବୁ…