ଉତ୍ତର ଖାତା ସୃଷ୍ଟି କରୁଛି ବାହାଘର କାର୍ଡର ଭ୍ରମ, ତେହଲକା ମଚେଇଛି ଛାତ୍ର

ନୂଆଦିଲ୍ଲୀ: ହ୍ୟାଣ୍ଡରାଇଟିଂ ବା ହସ୍ତାକ୍ଷର, ଏହାକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱିମତ । ଅନେକଙ୍କ ପାଇଁ ହସ୍ତାକ୍ଷର ବିଶେଷ ଗୁରୁତ୍ୱ ବହନ କରିନଥାଏ । ଆଉ କେତେକଙ୍କ ମତରେ ହ୍ୟାଣ୍ଡରାଇଟିଂର ବିଶେଷତ୍ୱ ରହିଛି । ଭଲ…

ଚୀନ ସହ ଲଢେଇରେ ଓଟ ଭାରତୀୟ ସେନାକୁ କରିବେ ସହଯୋଗ !

ନୂଆଦିଲ୍ଲୀ: ପର୍ବତର ଉଚ୍ଚ ଶିଖର, ଅପ୍ରତ୍ୟାଶିତ ପାଣିପାଗ ଓ ବୈଷୟିକ ବିକଳ୍ପର ଅଭାବ ପାଇଁ ଲଦାଖରେ ଦୁଇ କୁଜର ଓଟଙ୍କୁ ସେନାରେ ସାମିଲ କରିବାକୁ ଯାଉଛି ସେନା । ଲଦାଖରେ ଏହି ଓଟଙ୍କ ପ୍ରଶିକ୍ଷଣ ମଧ୍ୟ ଆରମ୍ଭ ହୋଇଗଲାଣି…

(Video) ହୁତୁହୁତୁ ଜଳି ଦ୍ରୁତ ବେଗରେ ଆଗେଇ ଚାଲିଥିଲା କାର, ଭୟରେ ଲୋକେ ଯିଏ ଯୁଆଡେ ପାରିଲେ ଧାଇଁଲେ

ଜୟପୁର: ଚଳନ୍ତା ଗାଡିରେ ନିଆଁର ଦୃଶ୍ୟ ଅନେକ ଥର ଦେଖିଥିବେ, ହେଲେ ଶୁକ୍ରବାର, ୧୨ ଅକ୍ଟୋବରରେ ଜୟପୁର ରାସ୍ତାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା, ଆଗରୁ କେବେ ବି ଦେଖିନଥିବେ । ଶୁକ୍ରବାର ଅପରାହ୍ନରେ ଏଲିଭେଟେଡ…

(Video) ମଣିଷ ନିଜକୁ ବିଚକ୍ଷଣ ମନେକରେ, ହେଲେ ଜଙ୍ଗଲୀ ଜୀବଙ୍କ ବୁଦ୍ଧି ଆଗରେ ହୁଏତ କମ୍

ଓଡିଶା ଭାସ୍କର: ଘଟଣାଟି କେଉଁଠିକାର, କେବେକାର, ତାହା ତ ଜଣା ନାହିଁ, କିନ୍ତୁ ଛାତି ଥରେଇଦେବା ପରି ଦୃଶ୍ୟ । ତା ଭୟରେ ଲୋକ ହାତରେ ଠେଙ୍ଗା ବାଡି ଧରି ଲୋକ ଘେରିଥିଲେ ତାକୁ ମାରିବାକୁ, ହେଲେ ସେ ଆସିଲା, ଲୋକଙ୍କ…

(Video) ହୋଇଯାଆନ୍ତୁ ସାବଧାନ, ନୋହିଲେ ଜଳବାୟୁ ପରିବର୍ତ୍ତନ ଭୟଙ୍କର ବାତ୍ୟାର କରିବ ସୂତ୍ରପାତ

ନୂଆଦିଲ୍ଲୀ: କୌଣସି ଅସମ୍ଭବ କଥା କହିବା ବେଳେ ଅନେକ ସମୟରେ ଲୋକ ମରୁଭୂମିର ଜଳର ଉଦାହରଣ ଦେଇଥାନ୍ତି । ହେଲେ ଏହି ଅସମ୍ଭବ ସମ୍ଭବ ହୋଇଛି । ମରୁଭୂମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ବିଶ୍ୱର ସର୍ବବୃହତ୍ତ ସାହାରା…

ରେକର୍ଡ ଭାଙ୍ଗିଲା ଯମୁନା, ଅମ୍ଲ ଯୁକ୍ତ ବିଷାକ୍ତ ଫେଣରେ ଭରିଛି ନଈ

ନୂଆଦିଲ୍ଲୀ: ବିଷାକ୍ତ ହେଲାଣି ଦିଲ୍ଲୀ । ବର୍ଷର ଅଧିକାଂଶ ସମୟ ଦିଲ୍ଲୀର ବାୟୁମଣ୍ଡଳ ଶ୍ୱାସ ପ୍ରଶ୍ୱାସ ପାଇଁ ଉପଯୋଗୀ ହେଉନଥିବା ବେଳେ ଏବେ ଯମୁନାର ଜଳ ବିଷାକ୍ତ ହୋଇଛି । ବିଭିନ୍ନ ସମୟରେ ପୁରାଣ ବର୍ଣ୍ଣିତ ଏହି ନଦୀର…

ସୌଭିକଙ୍କ ପରେ ସମ୍ବିତଙ୍କ ବିଷୋଦ୍ଗାର, ସେ ବି ନେତୃତ୍ୱଙ୍କୁ ଦେଲେ ସବୁ ଦୋଷ

ଭୁବନେଶ୍ୱର: ବିଜେଡିରେ ଯିଏ ପାରୁଛି, ସିଏ ଆସୁଛି ଓ ନେତୃତ୍ୱଙ୍କ ଉପରେ ବର୍ଷିଦେଇ ଯାଉଛନ୍ତି । ଆଗରୁ ପ୍ରଭାତ ବିଶ୍ୱାଳ, ଅମର ଶତପଥୀ, ପ୍ରଦୀପ ମାଝୀ, ବଦ୍ରୀ ପାତ୍ରଙ୍କ ପରି ବରିଷ୍ଠ ଦଳ ମୁଖିଆଙ୍କୁ ଅଇନା ଦେଖାଉଥିଲେ,…

ବାପା ହାତ ଧରି ଥିବା ବେଳେ ଟାଣି ନେଇ ଫେରାର ହୋଇଥିଲେ ଦୁର୍ବୃତ୍ତ, ପୋଲିସ କଲା ଶିଶୁପୁତ୍ରର ଉଦ୍ଧାର

ନୂଆପଡା: ବଲାଙ୍ଗୀରରୁ ଅପହୃତ ଶିଶୁ ପୁତ୍ର ହାଇଦ୍ରାବାଦରୁ ଉଦ୍ଧାର ହୋଇଛି । ନୂଆପଡାର ଶିଶୁପୁତ୍ରକୁ ବଲାଙ୍ଗୀରରୁ ଅପହରଣ କରି ହାଇଦ୍ରାବାଦ ନିଆଯାଇଥିବା ବେଳେ ଓଡିଶା ପୋଲିସ ପିଲାଟିକୁ ସକୁଶଳ ଉଦ୍ଧାର କରିବାରେ ସଫଳ…

ଏହି ତାରିଖରେ ନୂଆ ସରକାର ନେବ ଶପଥ, ପ୍ରଧାନମନ୍ତ୍ରୀ ହେବେ ଉପସ୍ଥିତ

ଚଣ୍ଡିଗଡ: ହରିୟାଣାରେ ନୂଆ ସରକାର ଗଠନର ତାରିଖ ସାମ୍ନାକୁ ଆସିଲା । ନୂଆ ସରକାର ଦଶହର ପରେ ନେବ ଶପଥ । ପଞ୍ଚକୁଲାର ସେକ୍ଟର ୫ର ପଡିଆରେ ସମାରୋହ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି…

ଆଉ ଶିକ୍ଷକ ପିନ୍ଧିପାରିବେନି ଜିନ୍ସ, ନହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ପାଟନା: ଏଣିକି ସ୍କୁଲକୁ ଆଉ ଶିକ୍ଷକ ଜିନ୍ସ ଓ ଟି ସର୍ଟ ପିନ୍ଧି ଆସିପାରିବେ ନାହିଁ । ସରକାରୀ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ଆଇନ କଡା । ଆଗରୁ ଏହି ନିୟମ ଥିବା ବେଳେ ଏହାର ପାଳନ ହେଉନଥିଲା । ଏବେ ଏହି ଆଇନକୁ କଡା…