fbpx

ନିର୍ମାଣ ଶ୍ରମିକ ଓ ସେବା ଯୋଗାଣକାରୀଙ୍କ ପାଇଁ ବହୁଳ ନିଯୁକ୍ତି ସୁଯୋଗ, ମାସିକ ଦରମା ଦେଢ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଭାରତୀୟ ବିରୋଜଗାର ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଚାକିରି ଆଶାୟୀଙ୍କ ପାଇଁ ବିଦେଶରେ ରହିଛି ଅପୂର୍ବ ସୁଯୋଗ । ଦେଶରେ ଯେଉଁ କାମ ପାଇଁ ପାଇବେ ୨୦ହଜାର ଟଙ୍କା ବିଦେଶରେ ରୋଜଗାର କରିପାରିବେ ଲକ୍ଷାଧିକ…

ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବେ ଅମିତାଭ ବଚନ

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ଦୃତଗତିରେ ବୃଦ୍ଧି ପାଇଛି । ଏହି ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ପକ୍ଷରୁ ଆଣ୍ଟି ସାଇବର କ୍ରାଇମ ଅଭିଯାନ ଆରମ୍ଭ ହୋଇଛି । ଆଉ ଏହି ଅଭିଯାନକୁ ଅଧିକ ଗତିଶୀଳ କରିବାକୁ ଏଥିରେ…

ଆଳୁ ପେଟିରେ ବିରାଟକାୟ ଅଜଗରକୁ ଦେଖି ହୋଟେଲ ହୋଇଗଲା ଖାଲି

ପୁଣେ: ସାପ କଥା ମନେ ପଡିଲେ ଭୟରେ ଶରୀରରେ ସିହରଣ ସୃଷ୍ଟି ହୁଏ । ଆଉ ଯଦି ଆଗରେ ବିରାଟକାୟ ଅଜଗର ଦେଖିବେ, ତେବେ ଅବସ୍ଥା କଣ ହେବ ଭାବିଛନ୍ତି? ମହାରାଷ୍ଟ୍ରର ଚନ୍ଦ୍ରପୁର ସହରର ଏକ ହୋଟେଲ ଭିତରେ ଥିବା ଆଳୁ ପେଟି ଭିତରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ ଆଇନ ନେବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଡିବେଟରେ ଆବର୍ସନ ଲ ବା ଗର୍ଭପାତ ଆଇନ ଏକ ବଡ ମୁଦ୍ଦା ହୋଇଛି । ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ସଂଘୀୟସ୍ତରରେ ଗର୍ଭପାତ ଅଧିକାରକୁ କାର୍ଯ୍ୟକାରୀ…

ଆମେରିକୀୟ ସିନେଟରଙ୍କ ସହ ରାହୁଲଙ୍କ ଭେଟଘାଟ ପରେ ଅଡୁଆରେ କଂଗ୍ରେସ!

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଯେତେବେଳେ ବି ବିଦେଶ ଯାତ୍ରା କରନ୍ତି, ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ଆମେରିକା ଗସ୍ତ କାଳରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାର ଓ ତାର…

ଦୁର୍ଗାପୂଜା ଭେଟି, ଓଡିଶାରେ ଗଡିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳ ବିଭାଗରେ ଗଡିବ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ । ଏଥିରେ ଓଡିଶା ପାଇଁ ରହିଛି ୩ଟି । ଆଗାମୀ ୧୫ ତାରିଖରେ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ…

ଏନଟିପିସିରେ ୨୫୦ ଡେପୁଟି ମ୍ୟାନେଜର ପଦ ପାଇଁ ଆବେଦନ ପତ୍ର ଡାକରା

ଭୁବନେଶ୍ୱର: ରାଜ୍ୟର ସର୍ବ ବୃହତ ପାୱାର ପ୍ଲାଣ୍ଟରେ ଚାକିରି ଆଶାୟୀଙ୍କ ପାଇଁ ରହିଛି ସୁବିଧା । ନାସନାଲ ଥର୍ମଲ ପାୱାର କର୍ପୋରେସନ ବା ଏନଟିପିସିରେ ବେକାର ଯୁବକ, ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏଥିପାଇଁ…

ଦୀଘା ବଜାରରେ ଇଲିସି ମାଡ, କୁଇଣ୍ଟାଲ କୁଇଣ୍ଟାଲ ହେଉଛି ବିକ୍ରି

ବାଲେଶ୍ୱର: ଜାଲରେ ପଡିଲା କୁଇଣ୍ଟାଲ, କୁଇଣ୍ଟାଲ ଇଲିସି । ଏତେ ମାଛ ପଡିଲା କି, ଲୋକ ବୋହିନେଲେ ଘରକୁ । ଫଳରେ ମତ୍ସଜୀବୀଙ୍କ ବ୍ୟବସାୟ ଜମିଛି । କିଛି ଦିନ ଧରି ଇଲିସି କମ ଧରିବାରୁ ଗ୍ରାହକ ଓ ମତ୍ସ୍ୟଜୀବୀ ନିରାଶ…

ତାମିଲନାଡୁ ରାଜନୀତିରେ ହଟଚମଟ: ଡିଏମକେ ମନ୍ତ୍ରୀଙ୍କ ଡ୍ରାଇଭର ଛାତ୍ରୀଙ୍କୁ କଲା ଦୁଷ୍କର୍ମ, ପୋଲିସ ଅଭିଯୁକ୍ତକୁ ଦେଉଛି ସୁରକ୍ଷା

ଚେନ୍ନାଇ: ତାମିଲନାଡୁରେ ହଟଚମଟ । ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ବିଜେପି ନେତା । ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ସହ ଘଟଣାର ଭିଡଓ କରି କରିଛନ୍ତି ବ୍ଲାକମେଲ । ଅଭିଯୋଗ ପରେ ମଧ୍ୟ ପୋଲିସ ନେଉନି ଆକ୍ସନ…

ସମୁଦ୍ରକୁ ସଠିକ୍ ଜଳ ନିଷ୍କାସନ ହେଉନଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଦେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ କୋରାପୁଟ, ମାଲକାନଗିରି ପରି ଜିଲ୍ଲା ବନ୍ୟା ଜଳ ପ୍ଲାବିତ ହୋଇଛି । ଫଳରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ତେଣୁ…