fbpx

କାହିଁକି ମଶା କାମୁଡିଲେ, କାହାର ଅଧିକ କୁଣ୍ଡେଇ ହୁଏ, ପୁଣି କାହାର କମ

ନୂଆଦିଲ୍ଲୀ: ଆମେ ସବୁ ଜାଣୁ ମଶା କାମୁଡିଲେ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ ପରି ଅନେକ ପ୍ରକାରର ଜ୍ୱର ହୋଇଥାଏ । ହେଲେ ମଶା କାମୁଡିଲେ କିଛି ଲୋକଙ୍କ ଦେହ ବହୁତ କୁଣ୍ଡେଇ ହେବା ବେଳେ ଅନେକ ମଶାର ଚୁମ୍ବନ ସମ୍ପର୍କରେ…

ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ଆରଏସଏସ, ନିର୍ବାଚନକୁ ପ୍ରଭାବିତ କରି ମୋଦି ଗଢିଛନ୍ତି ସରକାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବେ ତ୍ରିଦିବସୀୟ ଆମେରିକା ଗସ୍ତରେ । ସେଠି ସେ ଘନ ଘନ ବିଜେପି ଓ ଆରଏସଏସ ଉପରେ ଟାର୍ଗେଟ କରିଚାଲିଛନ୍ତି । ଚଳିତ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଟିପ୍ପଣୀ ଦେଇ ଦେଶର ନିର୍ବାଚନ ବ୍ୟବସ୍ଥାର…

ସୁଖୁଙ୍କ କାର୍ଯ୍ୟକାଳ ହିମାଚଳରେ ଖେଳାଇଛି ଅରାଜକତା, ବୃଦ୍ଧି ପାଉଛି ଜନ ଅସନ୍ତୋଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ସାମ୍ପ୍ରତିକ କାର୍ଯ୍ୟକାଳରେ କୁଶାସନ ଓ ପ୍ରତିଶ୍ରୁତି ପୂର୍ଣ୍ଣ କରିବାରେ ବିଫଳତା ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏକଦା…

ABC ଚ୍ୟାନେଲରେ କମଳା ଓ ଟ୍ରମ୍ପଙ୍କ ମଧ୍ୟରେ ହେବ ହଟ୍ ଡିବେଟ୍

ୱାସିଂଟନ: ଆମେରିକାରେ ୫ ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆମେରିକୀୟ ସମୟ ମୁତାବକ, ବୁଧବାର ସକାଳ…

କୋରାପୁଟ ଓ ମାଲକାନଗିରି ବର୍ଷା ସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ମାଲକାନଗିରି ଓ କୋରାପୁଟର ସ୍ଥିତି ବେହାଲ । ଜଳବନ୍ଦୀ ବହୁ ଅଞ୍ଚଳ । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଲହଡି ମାରୁଥିବା ବେଳେ କିଛି ସ୍ଥାନରେ ଘର ଭାଙ୍ଗିବା ପରି ଖବର ଆସୁଛି । ଏହାକୁ ନେଇ…

ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ

ନୂଆଦିଲ୍ଲୀ: ୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନି, ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି । ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି…

ଏମିତି ଏକ ଜାଗା ରହିଛି, ଯେଉଁଠି କ୍ରିକେଟ ସମ୍ପୂର୍ଣ୍ଣ ବ୍ୟାନ୍

ନୂଆଦିଲ୍ଲୀ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ । କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ…

ସ୍ୱପ୍ନରେ ପରିବାରର ମୃତ ବ୍ୟକ୍ତିଙ୍କୁ ଦେଖିବା ଦିଏ ଏହି ସବୁ ସଙ୍କେତ

ନୂଆଦିଲ୍ଲୀ: ଆମେ ନିଦରେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ । ଅନେକ ସମୟରେ ଆମେ ଆମ ପରିବାରର କୌଣସି ମୃତ ବ୍ୟକ୍ତିଙ୍କୁ ମଧ୍ୟ ନିଘୋଡ ନିଦରେ ଦେଖୁ । ଏହି ସ୍ୱପ୍ନକୁ ନେଇ ହେତୁବାଦୀଙ୍କ ମତ, ଏଥିରେ କୌଣସି ସଙ୍କେତ…

ବିଶ୍ୱ କବିଙ୍କ ରଚିତ ‘ଆମାର ସୋନାର ବାଙ୍ଗଲା’କୁ ବଦଳାଇବାକୁ ନେଇ ଚର୍ଚ୍ଚା ଭିତରେ ୟୁନୁସଙ୍କ ବୟାନ

ଢାକା: ବାଙ୍ଗଲାଦେଶର ଶାସନ ଭାର ମହମ୍ମଦ ୟୁନୁସଙ୍କ ହାତକୁ ଯିବା ପରେ ଦେଶରେ ବହୁ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଆଉ ଏହି ସମୟରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ବୟାନ, ବାଙ୍ଗଲାଦେଶର ଜାତୀୟ ସଂଗୀତ…

ରୋଇଂରେ ଦୁଇଟି ପଦକ ପାଇ ଗାଁକୁ ଫେରିବା ପରେ ଆୟୁଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚଣ୍ଡିଗଡ: ପଞ୍ଜାବରେ ଓଡିଆ ପୁଅଙ୍କ କମାଲ । ନାସନାଲ ରୋଇଂ ଚାମ୍ପିୟନସିପରେ ଚମକିଲେ ଆୟୁଷ ବଳ । ଗୋଟିଏ ଚାମ୍ପିୟନସିପରେ ଦୁଇ ଦୁଇଟି ପଦକ ହାସଲ କରିଛନ୍ତି ଆୟୁଷ । ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ । ଆୟୁଷଙ୍କ ଲକ୍ଷ୍ୟ…