fbpx

ପାର୍ସଲ ସ୍କାମରେ ଫଶିଗଲେ ବ୍ୟକ୍ତି, ହରାଇଲେ ୩.୫ଲକ୍ଷ ଟଙ୍କା, ଆପଣ ବି କରନ୍ତୁନି ଏହି ଭୁଲ୍‌

ନୂଆଦିଲ୍ଲୀ: ସାଇବର ଠକେଇର ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଠକେଇରେ ବୟସ୍କ ଲୋକମାନେ ଶିକାର ହେଉଛନ୍ତି । ସାଇବର ଠକେଇର ଏହି ନୂଆ କେସ୍ ହେଉଛି ପାର୍ସଲ ସ୍କାମ ଯାହାର ଶିକାର ହୋଇଛନ୍ତି ଜଣେ ବୟସ୍କ ବ୍ୟକ୍ତି ।…

ଆୟକର ଦାତାଙ୍କ ଲାଗି ଖୁସି ଖବର: ବଢିିବ ଆୟକର ଛାଡ ସୀମା, ଜାଣନ୍ତୁ ଏଥର ବଜେଟ୍‌ରେ କାହାକୁ ମିଳିପାରେ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ୧ ତାରିଖରେ ଅନ୍ତରୀଣ ବଜେଟ୍‌୍ ଉପସ୍ଥାପନ କରିବେ । ଅଖିଳ ଭାରତୀୟ ଟିକସ ବିଶେଷଜ୍ଞ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାରାୟଣ…

ଏଥର ବିହାରରେ ବିଜେପି କରିବାକୁ ଯାଉଛି ବଡ ପରିବର୍ତ୍ତନ, ଏହି ଦୁଇ ପଛୁଆ ସମୁଦାୟର ନେତା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ଏଠାରେ ୧୭ ମାସର ପୁରୁଣା ମେଣ୍ଟ ସରକାରର ଅନ୍ତ ଘଟିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତିଶ କୁମାର ମିଡିଆ ସହ ଆଲୋଚନା କରିଛନ୍ତି ଓ ନିଜ ଇସ୍ତଫାର…

ବିମାନ ଉଡାଣ ଆରମ୍ଭ କରିବା ବେଳେ ରନୱେ ଉପରକୁ ହଠାତ୍ ଚାଲିଆସିଲେ ଜଣେ ଯୁବକ, ତା’ପରେ…

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ବୋଧେ ଭଗବାନଙ୍କ ଭରସାରେ ଚାଲୁଛି । ଗତ କିଛିଦିନ ତଳେ ଜଣେ ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥାର ସାମାନ୍ୟତମ ତ୍ରୁଟିର ଫାଇଦା…

ଭାରତୀୟ ଟେନିସ୍ ଫ୍ୟାନ୍ସଙ୍କ ଲାଗି ବଡ ଖୁସି ଖବର; Aus-open-2024 ଜିତି ରୋହନ ବୋପନ୍ନା କଲେ ୱାର୍ଲ୍ଡ ରେକର୍ଡ

ମେଲବର୍ଣ୍ଣ: Aus-open-2024ରୁ ଭାରତୀୟ ଟେନିସ୍ ଫ୍ୟାନ୍ସଙ୍କ ଲାଗି ବହୁତ ବଡ ଖୁସି ଖବର । ସୁନାମଧନ୍ୟ ଟେନିସ୍ ଖେଳାଳୀ ରୋହନ ବୋପନ୍ନା ନିଜର ଅଷ୍ଟ୍ରେଲିଆନ ପାର୍ଟନର ମାଥ୍ୟୁ ଏବଡେନଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟେଲ…

କପଲରୁ କେବଳ ରୁମମେଟ୍ ପାଲଟି ଯାଇନାହାନ୍ତି ତ ଆପଣ ! ପତି-ପତ୍ନୀଙ୍କ ସଂପର୍କକୁ ଦ୍ରୁତ ଗତିରେ ପ୍ରଭାବିତ କରିଥାଏ ଏହି ଲକ୍ଷଣ

ଓଡ଼ିଶା ଭାସ୍କର:ଯେତେବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ଓ ସାରା ଜୀବନ ସାଥି ହୋଇ ରହିବେ ବୋଲି ଶପଥ ନେଇଥାନ୍ତି ସେତେବେଳେ ଉଭୟଙ୍କ ମଧ୍ୟରେ ପରସ୍ପରର ଆବଶ୍ୟକତାକୁ ପୂରଣ କରିବାକୁ…

ପ୍ରିୟଙ୍କାଙ୍କୁ ଛାଡି ୨ ଭାଇଙ୍କ ସହ ଭାରତ ପହଞ୍ଚିଲେ ନିକ୍ ଜୋନାସ୍‌ , ରହିଛି ଏହି ବଡ ଯୋଜନା

ନୂଆଦିଲ୍ଲୀ: ଏବେ ସଙ୍ଗୀତପ୍ରେମୀଙ୍କ ଉତ୍ସାହ ଆକାଶ ଛୁଇଁଛି । କାରଣ ଆମେରିକାର ପପ୍ ରକ୍ ବ୍ୟାଣ୍ଡ ଜୋନାସ୍‌ ବ୍ରଦର୍ସ ପ୍ରଥମ ଥର ପାଇଁ ଭାରତରେ ପରଫର୍ମ କରିବାକୁ ଯାଉଛନ୍ତି । ନିକ୍ ତାଙ୍କର ଦୁଇ ଭାଇ ଜୋ ଓ କେଭିନଙ୍କ…

BIG BREAKING: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଭୁୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷ ବୟସରେ କଟକ ଏସସିବିରେ ତାଙ୍କର ପରଲୋକ ଘଟିଛି । ସେ ସ୍ୱାଧୀନତା ସଂଗ୍ରାମୀ ସଂଘ ରାଜ୍ୟ ସଭାପତି ଥିଲେ ।  ୨ ଥର ରାଷ୍ଟ୍ରପତି…

(Video)ଚା’ ଦୋକାନରୁ ଚେୟାର ଟାଣି ଆଣି ରାସ୍ତା ମଝିରେ ବସିପଡିଲେ ରାଜ୍ୟପାଳ, କହିଲେ ଗିରଫ କର ନ ହେଲେ..

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କୋଲ୍ଲମ ଜିଲ୍ଲାର ନିଲମେଲରେ ଶନିବାର ଧାରଣାରେ ବସିଥିବାର ଖବର ସାମ୍ନାକୁ ଆସିଛି । ତାଙ୍କ ବିରୁଦ୍ଧରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ(SFI)ର ପ୍ରଦର୍ଶନକୁ ନେଇ ସେ…

ରାମ ଭକ୍ତଙ୍କୁ ରେଲୱେ ପକ୍ଷରୁ ଉପହାର, ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଗଡିବ ଆସ୍ଥା ସ୍ପେଶାଲ ଟ୍ରେନ୍‌, ରହିଛି ଏହିସବୁ ବିଶେଷ ସୁବିଧା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ସ୍ଥାପନା ହେବା ପର ଠାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ଲାଗି ମନ୍ଦିର ଯାଉଛନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଭୀଷଣ ଭିଡକୁ ଦେଖି ଭାରତୀୟ ରେଲୱେ…